କୋଠ ଟଙ୍କା ହେରଫେରକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ମେରାଇନ ଥାନା ଅନ୍ତର୍ଗତ ବାଲିପାଟଣା ଗାଁରେ କୋଠ ଟଙ୍କା ହେରଫେରକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଗତକାଲି ରାତିରେ ଗୋଟିଏ ଗୋଷ୍ଠୀର ଲୋକ ଅନ୍ୟ ଗୋଷ୍ଠୀଙ୍କ ଘରେ ପଶି ଆସବବପତ୍ର ପୋଡ଼ି ଦେବା ସହ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି।ସେହିପରି ବାଡ଼ି ବଗିଚା ଭିତରେ ପଶି ଗଛ ପତ୍ର କଟାକଟି କରିବା  ସହ ଗାଡ଼ିମଟର ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି।  ଖବର ପାଇ ପୁଲିସ ଗାଁରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ […]

puri

puri

Tapaswini Nayak
  • Published: Saturday, 28 May 2022
  • Updated: 28 May 2022, 12:46 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ମେରାଇନ ଥାନା ଅନ୍ତର୍ଗତ ବାଲିପାଟଣା ଗାଁରେ କୋଠ ଟଙ୍କା ହେରଫେରକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଗତକାଲି ରାତିରେ ଗୋଟିଏ ଗୋଷ୍ଠୀର ଲୋକ ଅନ୍ୟ ଗୋଷ୍ଠୀଙ୍କ ଘରେ ପଶି ଆସବବପତ୍ର ପୋଡ଼ି ଦେବା ସହ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି।ସେହିପରି ବାଡ଼ି ବଗିଚା ଭିତରେ ପଶି ଗଛ ପତ୍ର କଟାକଟି କରିବା  ସହ ଗାଡ଼ିମଟର ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି।  ଖବର ପାଇ ପୁଲିସ ଗାଁରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା।  ଆଜି ସକାଳେ ଗାଁରେ ଚପା ଉତ୍ତେଜନା ଲାଗି ରହିଥିବାରୁ ଘଟଣାସ୍ଥଳରେ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ଗତକିଛି ଦିନ ହେଲା ବାଲିପାଟଣା, ନାଗାପାଟଣା ଓ ନାଗେଶ୍ୱର ପାଟଣାରେ କୋଠ ଟଙ୍କା ନେଇ ହେରଫେରକୁ ନେଇ ଉତ୍ତେଜନା  ଲାଗି ରହିଛି। ପୂର୍ବରୁ ଏହି ଘଟଣାରେ ୨୦ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ପୁଲିସ।  ଗିର‍ଫ  ଅଭିଯୁକ୍ତମାନେ ଗାଁକୁ ଫେରିବା ପରେ ପୁଣି ଗତକାଲି ରାତିରେ  ଗାଁରେ  ଗଣ୍ଡଗୋଳ ହୋଇଥିବା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story