ମହାନଦୀରୁ ଅଭିନେତା ଅମ୍ଳାନଙ୍କ ପତ୍ନୀ ଉଦ୍ଧାର

କଟକ:(ଓଡ଼ିଶା ରିପୋର୍ଟର): କଟକରୁ ଆସିଛି ଏକ ଚର୍ଚ୍ଚିତ ଖବର। ମହାନଦୀରୁ ଚଳଚ୍ଚିତ୍ର ଅଭିନେତା ଅମ୍ଳାନଙ୍କ ପତ୍ନୀ ଭୂମିକାଙ୍କୁ ଉଦ୍ଧାର କରାଯାଇଛି। ମଧୁସୂଦନ ସେତୁ ନିକଟରେ ସ୍ଥାନୀୟ ଲୋକ ଓ ପୁଲିସ ଉଦ୍ୟମରେ ତାଙ୍କୁ ଉଦ୍ଧାର କରାଯାଇଛି। ନଦୀରେ ପୂଜା ସାମଗ୍ରୀ ବିସର୍ଜନ କରୁଥିବା ବେଳେ ନଦୀକୁ ଖସିପଡ଼ିଥିବା ପୁଲିସ ସୂଚନା ଦେଇଛି । ଉଦ୍ଧାର ପରେ ସିଡିଏ ଫେଜ୍-୨ ଥାନାରେ ପହଞ୍ଚିଛନ୍ତି ଅମ୍ଳାନ ଓ ତାଙ୍କ ସ୍ତ୍ରୀ। ତେବେ ଏହା ଦୁର୍ଘଟଣା ନା ଅନ୍ୟ କିଛି କାରଣ […]

76

76

Tapas Behera
  • Published: Sunday, 15 November 2020
  • Updated: 15 November 2020, 06:42 PM IST

Sports

Latest News

କଟକ:(ଓଡ଼ିଶା ରିପୋର୍ଟର): କଟକରୁ ଆସିଛି ଏକ ଚର୍ଚ୍ଚିତ ଖବର। ମହାନଦୀରୁ ଚଳଚ୍ଚିତ୍ର ଅଭିନେତା ଅମ୍ଳାନଙ୍କ ପତ୍ନୀ ଭୂମିକାଙ୍କୁ ଉଦ୍ଧାର କରାଯାଇଛି। ମଧୁସୂଦନ ସେତୁ ନିକଟରେ ସ୍ଥାନୀୟ ଲୋକ ଓ ପୁଲିସ ଉଦ୍ୟମରେ ତାଙ୍କୁ ଉଦ୍ଧାର କରାଯାଇଛି। ନଦୀରେ ପୂଜା ସାମଗ୍ରୀ ବିସର୍ଜନ କରୁଥିବା ବେଳେ ନଦୀକୁ ଖସିପଡ଼ିଥିବା ପୁଲିସ ସୂଚନା ଦେଇଛି । ଉଦ୍ଧାର ପରେ ସିଡିଏ ଫେଜ୍-୨ ଥାନାରେ ପହଞ୍ଚିଛନ୍ତି ଅମ୍ଳାନ ଓ ତାଙ୍କ ସ୍ତ୍ରୀ। ତେବେ ଏହା ଦୁର୍ଘଟଣା ନା ଅନ୍ୟ କିଛି କାରଣ ଯୋଗୁ ଏହି ଘଟଣା ଘଟିଛି ସେନେଇ ପୁଲିସ ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story