ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ବେଳେ ଏହି ସଦସ୍ୟଙ୍କୁ ଯିବାକୁ ମିଳିଲା ଅନୁମତି

ପୁରୀ(ଓଡିଶା ରିପୋର୍ଟର): ରତ୍ନଭଣ୍ଡାର ଖୋଲିବା ସମ୍ପର୍କରେ ବସିଥିବା ଛତିଶା ନିଯୋଗ ବୈଠକ ଶେଷ ହୋଇଛି। ରତ୍ନଭଣ୍ଡାର ଖୋଲିବା ପାଇଁ ବୈଠକରେ ସହମତି ପ୍ରକାଶ ପାଇଛି। କିନ୍ତୁ କେବେ ଖୋଲାଯିବ ସେ ନେଇ ନିଷ୍ପତ୍ତି ହୋଇ ପାରିନାହିଁ। ବୈଠକରେ ରତ୍ନଭଣ୍ଡାର ପ୍ରବେଶ ଲାଗି ନୀତି ନିର୍ଦ୍ଧାରଣ ହୋଇଛି। ଭଣ୍ଡାର ମଧ୍ୟକୁ ସର୍ବମୋଟ ୧୦ ଜଣ ପ୍ରବେଶ କରିବେ। ସେହି ସଦସ୍ୟମାନେ ହେଉଛନ୍ତି ୧. ଗଜପତି ମହାରାଜ ତରଫରୁ ତାଙ୍କ ପ୍ରତିନିଧି ୨. ପାଟ୍ଟଯୋଶୀ ମହାପାତ୍ର ୩. ଭଣ୍ଡାର ମେକାପ […]

r5

r5

Rakesh Mallick
  • Published: Thursday, 29 March 2018
  • Updated: 29 March 2018, 10:23 PM IST

Sports

Latest News

ପୁରୀ(ଓଡିଶା ରିପୋର୍ଟର): ରତ୍ନଭଣ୍ଡାର ଖୋଲିବା ସମ୍ପର୍କରେ ବସିଥିବା ଛତିଶା ନିଯୋଗ ବୈଠକ ଶେଷ ହୋଇଛି। ରତ୍ନଭଣ୍ଡାର ଖୋଲିବା ପାଇଁ ବୈଠକରେ ସହମତି ପ୍ରକାଶ ପାଇଛି। କିନ୍ତୁ କେବେ ଖୋଲାଯିବ ସେ ନେଇ ନିଷ୍ପତ୍ତି ହୋଇ ପାରିନାହିଁ। ବୈଠକରେ ରତ୍ନଭଣ୍ଡାର ପ୍ରବେଶ ଲାଗି ନୀତି ନିର୍ଦ୍ଧାରଣ ହୋଇଛି। ଭଣ୍ଡାର ମଧ୍ୟକୁ ସର୍ବମୋଟ ୧୦ ଜଣ ପ୍ରବେଶ କରିବେ। ସେହି ସଦସ୍ୟମାନେ ହେଉଛନ୍ତି

୧. ଗଜପତି ମହାରାଜ ତରଫରୁ ତାଙ୍କ ପ୍ରତିନିଧି

୨. ପାଟ୍ଟଯୋଶୀ ମହାପାତ୍ର

୩. ଭଣ୍ଡାର ମେକାପ

୪. ତଡ଼ଉ କରଣ

୫. ଦେଉଳ କରଣ

୬. ହାଇକୋର୍ଟଙ୍କ ପକ୍ଷରୁ ଜଷ୍ଟିସ୍ ଏନ୍. କେ ମହାନ୍ତି

୭. ASI ଯନ୍ତ୍ରୀ

୮. ASI ଯନ୍ତ୍ରୀ

୯. ASI କୋର କମିଟି ସଦସ୍ୟ ଜି.ସି.ମିତ୍ର

୧୦. ASI କୋର କମିଟି ସଦସ୍ୟ ଏନ୍‌.ସି.ପାଲ

ଶ୍ରୀମନ୍ଦିରର ରହସ୍ୟମୟ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଯାଉଥିବା ଏହି ସଦସ୍ୟମାନଙ୍କ ସମ୍ପୂର୍ଣ୍ଣ ଠିକଣା ଆଇନ ବିଭାଗକୁ ଦିଆଯିବ। ସମସ୍ତଙ୍କୁ ଭଲ କରି ଯାଞ୍ଚ କରାଯିବ ପରେ କେବଳ ଗାମୁଛା ପିନ୍ଧିବାକୁ ଅନୁମତି ଦିଆଯିବ। ରତ୍ନ ଭଣ୍ଡାର ଯାଞ୍ଚବେଳେ ବାହାରେ ସୁରକ୍ଷାକର୍ମୀ ମୁତୟନ ହେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story