ରାସ୍ତା ମଝିରେ ଜଳିଗଲା ‘ପାଢ଼ୀ’ ବସ୍‌

ତେଲକୋଇ(ଓଡ଼ିଶା ରିପୋର୍ଟର): ରାସ୍ତା ମଝିରେ ହଠାତ୍‌ ବସ୍‌ରେ ଲାଗିଗଲା ନିଆଁ। ହୁତୁହୁତୁ ହୋଇ ଜଳିଗଲା ଚଳନ୍ତା ବସ୍‌। ଏତେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବଞ୍ଚିଗଲେ ଯାତ୍ରୀ। ଏପରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟି ନିକଟରେ। ଅଗ୍ନିଶମ କର୍ମଚାରୀ ପହଞ୍ଚି  ନିଆଁକୁ ଆୟତ କରିଥିଲେ। ଆଜି ଭୋର ପ୍ରାୟ ୩ଟା ସମୟରେ ପାଢ଼ୀ ନାମକ ଯାତ୍ରୀବାହୀ ବସ୍‌ ୩୦ ଜଣ ଯାତ୍ରୀଙ୍କୁ ନେଇ ରାଉରକେଲାରୁ କେନ୍ଦୁଝର ଅଭିମୁଖେ ଯାଉଥିଲା। ଏହି ସମୟରେ କାଞ୍ଜିପାଣି ଘାଟି ନିକଟରେ […]

fire

fire

Tapaswini Nayak
  • Published: Saturday, 11 June 2022
  • Updated: 11 June 2022, 10:44 AM IST

Sports

Latest News

ତେଲକୋଇ(ଓଡ଼ିଶା ରିପୋର୍ଟର): ରାସ୍ତା ମଝିରେ ହଠାତ୍‌ ବସ୍‌ରେ ଲାଗିଗଲା ନିଆଁ। ହୁତୁହୁତୁ ହୋଇ ଜଳିଗଲା ଚଳନ୍ତା ବସ୍‌। ଏତେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବଞ୍ଚିଗଲେ ଯାତ୍ରୀ। ଏପରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟି ନିକଟରେ। ଅଗ୍ନିଶମ କର୍ମଚାରୀ ପହଞ୍ଚି  ନିଆଁକୁ ଆୟତ କରିଥିଲେ।

ଆଜି ଭୋର ପ୍ରାୟ ୩ଟା ସମୟରେ ପାଢ଼ୀ ନାମକ ଯାତ୍ରୀବାହୀ ବସ୍‌ ୩୦ ଜଣ ଯାତ୍ରୀଙ୍କୁ ନେଇ ରାଉରକେଲାରୁ କେନ୍ଦୁଝର ଅଭିମୁଖେ ଯାଉଥିଲା। ଏହି ସମୟରେ କାଞ୍ଜିପାଣି ଘାଟି ନିକଟରେ ବସ୍‌ ଇଞ୍ଜିନରୁ ହଠାତ୍ ଧୂଆଁ ବାହାରିବାକୁ ଲାଗିଲା। ଧୂଆଁ ବାହାରୁଥିବା ଦେଖି ଡ୍ରାଇଭର ଗାଡ଼ି ରଖି ଦେଇଥିବା ବେଳେ ଯାତ୍ରୀମାନେ ବସ୍‌ରୁ ଓହ୍ଲାଇ ପଡ଼ିଥିଲେ। ପରେ ବସ୍‌ଟି ଜଳିଯାଇଥିଲା।

ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଦୁର୍ଘଟଣାରେ କୌଣସି ଜୀବନ ହାନୀ ହୋଇ ନଥିବା ଜଣାଯାଇଛି। ବସ୍‌ରେ ସର୍ଟସର୍କିଟ ହେବା ଯୋଗୁ  ନିଆଁ ଲାଗିଥିବା ଜଣାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story