ପରିବାର ସହ ଯାଉଥିଲେ, ହଠାତ୍ କାର୍‌ ଜଳିଲା

ନୀଳଗିରି(ଓଡ଼ିଶା ରିପୋର୍ଟର):ଚଳନ୍ତା କାର୍‌ରେ ଲାଗି ଗଲା ନିଆଁ। ଅଳ୍ପକେ ବର୍ତ୍ତିଲେ କାର୍‌ରେ ଥିବା ଯାତ୍ରୀ। ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ନୀଳଗିରିର ଜଗନ୍ନାଥ ମନ୍ଦିର ସମ୍ମୁଖ ରାସ୍ତାରେ। ଯାଜପୁର ଅଞ୍ଚଳର ରତିରଞ୍ଜନ ପଣ୍ଡା ଓ ତାଙ୍କ ପରିବାର ନିଜ କାର୍‌ରେ ଆଜି ନୀଳଗିରି ଆସିଥିଲେ। ତେବେ କାରରେ ସର୍ଟ ସର୍କିଟ ହୋଇଯାଇଥିଲା। ଏହା ଜାଣିପାରି ପରିବାର ଲୋକେ କାର୍‌ରୁ ଓହ୍ଲାଇ ଯାଇଥିଲେ। ତା’ପରେ କାର୍‌ରେ ନିଆଁ ଲାଗି ଯାଇଥିଲା। ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ […]

car9

car9

Tapaswini Nayak
  • Published: Saturday, 28 December 2019
  • Updated: 28 December 2019, 04:39 PM IST

Sports

Latest News

ନୀଳଗିରି(ଓଡ଼ିଶା ରିପୋର୍ଟର):ଚଳନ୍ତା କାର୍‌ରେ ଲାଗି ଗଲା ନିଆଁ। ଅଳ୍ପକେ ବର୍ତ୍ତିଲେ କାର୍‌ରେ ଥିବା ଯାତ୍ରୀ। ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ନୀଳଗିରିର ଜଗନ୍ନାଥ ମନ୍ଦିର ସମ୍ମୁଖ ରାସ୍ତାରେ।

ଯାଜପୁର ଅଞ୍ଚଳର ରତିରଞ୍ଜନ ପଣ୍ଡା ଓ ତାଙ୍କ ପରିବାର ନିଜ କାର୍‌ରେ ଆଜି ନୀଳଗିରି ଆସିଥିଲେ। ତେବେ କାରରେ ସର୍ଟ ସର୍କିଟ ହୋଇଯାଇଥିଲା। ଏହା ଜାଣିପାରି ପରିବାର ଲୋକେ କାର୍‌ରୁ ଓହ୍ଲାଇ ଯାଇଥିଲେ। ତା’ପରେ କାର୍‌ରେ ନିଆଁ ଲାଗି ଯାଇଥିଲା। ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story