ରାଜଧାନୀରେ ଅଗ୍ନି ନିରାପତ୍ତା ଯାଞ୍ଚ: ମାରିଅନ୍‌ର ୨ଟି ହଲ୍‌ ସିଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମଲ୍ ଓ ସୋ’ରୁମ୍‌ରେ ବାରମ୍ବାର ଅଗ୍ନିକାଣ୍ଡ ସତ୍ତ୍ୱେ ପଶୁନି ଚେତା।  ଗତକାଲି ଅଗ୍ନିଶମ ବିଭାଗ ପକ୍ଷରୁ ଭୁବନେଶ୍ୱରର ସପିଂ ମଲ, ଜୁଏଲାରୀ ସପ୍ ଓ ହୋଟେଲରେ ଚଢ଼ାଉ କରାଯାଇଥିଲା।  ଫାୟାର୍ ସେଫଟି ଠିକ୍ ଅଛି କି ନାହିଁ ତାର ଯାଞ୍ଚ ହୋଇଛି। ୨୬ଟି ପ୍ରତିଷ୍ଠାନରେ ଏହି ଚଢ଼ାଉ କରାଯାଇଥିଲା। ରାଜଧାନୀର ଅନେକ ମଲ୍ ଓ ହୋଟେଲରେ ଫାୟାର ସେଫ୍ଟି ଗାଇଡ୍ ଲାଇନ୍‌କୁ ଅନୁସରଣ କରାଯାଉନାହିଁ।  ଗାଇଡ୍ ଲାଇନ୍ ଉଲ୍ଲଂଘନ ଅଭିଯୋଗରେ ମାରିଅନ୍ ହୋଟେଲର ବେସମେଣ୍ଟରେ […]

fire

fire

Rakesh Mallick
  • Published: Tuesday, 13 February 2018
  • Updated: 13 February 2018, 09:10 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମଲ୍ ଓ ସୋ’ରୁମ୍‌ରେ ବାରମ୍ବାର ଅଗ୍ନିକାଣ୍ଡ ସତ୍ତ୍ୱେ ପଶୁନି ଚେତା।  ଗତକାଲି ଅଗ୍ନିଶମ ବିଭାଗ ପକ୍ଷରୁ ଭୁବନେଶ୍ୱରର ସପିଂ ମଲ, ଜୁଏଲାରୀ ସପ୍ ଓ ହୋଟେଲରେ ଚଢ଼ାଉ କରାଯାଇଥିଲା।  ଫାୟାର୍ ସେଫଟି ଠିକ୍ ଅଛି କି ନାହିଁ ତାର ଯାଞ୍ଚ ହୋଇଛି। ୨୬ଟି ପ୍ରତିଷ୍ଠାନରେ ଏହି ଚଢ଼ାଉ କରାଯାଇଥିଲା। ରାଜଧାନୀର ଅନେକ ମଲ୍ ଓ ହୋଟେଲରେ ଫାୟାର ସେଫ୍ଟି ଗାଇଡ୍ ଲାଇନ୍‌କୁ ଅନୁସରଣ କରାଯାଉନାହିଁ।  ଗାଇଡ୍ ଲାଇନ୍ ଉଲ୍ଲଂଘନ ଅଭିଯୋଗରେ ମାରିଅନ୍ ହୋଟେଲର ବେସମେଣ୍ଟରେ ଥିବା ଦୁଇଟି ହଲ୍‌କୁ ଅଗ୍ନିଶମ ବିଭାଗ ସିଲ୍ କରିଛି । ଏହି ଦୁଇଟି ହଲ୍‌କୁ ବିପଦପୂର୍ଣ୍ଣ ବୋଲି ଘୋଷଣା କରି ସିଲ୍ କରାଯାଇଥିବା ଅଗ୍ନିଶମ ଡିଜି କହିଛନ୍ତି । ଏହି ଦୁଇଟି ହଲ୍‌ରେ ବିବାହ ଓ ବଡ଼ ବଡ଼ କାର୍ଯ୍ୟକ୍ରମ ହୋଇଥାଏ।

ବିଡିଏ ରେଗୁଲେସନ ନିୟମ ଅନୁଯାୟୀ ବେସ୍ ମେଣ୍ଟରେ କୌଣସି କାର୍ଯ୍ୟକ୍ରମ ହେବା କଥା ନୁହେଁ।  ଏହାଛଡ଼ା ଅଗ୍ନି ନିର୍ବାପକ ବ୍ୟବସ୍ଥା ପର୍ଯ୍ୟାପ୍ତ ନୁହେଁ।  ଦୁଇଟି ଯାକ ହଲ୍‌ରେ ପ୍ରବେଶ ଏବଂ ପ୍ରସ୍ଥାନ ବିପଦପୂର୍ଣ୍ଣ ଥିଲା। ଏହା ଛଡା ସିଲିଂ ଏମିତି ହୋଇଛି ଯେ ସହଜରେ ନିଆଁ ଲାଗିବାର ଆଶଙ୍କା ଅଛି। ଏସବୁକୁ ଆଖି ଆଗରେ ରଖି ମାରିଅନ୍ ହୋଟେଲ୍‌ର ଏହି ଦୁଇଟି ହଲ୍‌କୁ ସିଲ୍ କରାଯାଇଥିବା ଅଗ୍ନିଶମ ଡିଜି ବିଜୟ କୁମାର ଶର୍ମା କହିଛନ୍ତି।

ଅଗ୍ନିଶମ ବିଭାଗର ୧୩ଟି ସ୍ୱତନ୍ତ୍ର ଟିମ୍‌ ଏହି ଯାଞ୍ଚ କରିଥିଲେ। କେତେକ ସ୍ଥାନରେ ଫାୟାର୍ ଏନ୍ଓସି ନାହିଁ କି ଅଗ୍ନି ନିର୍ବାପକ ବ୍ୟବସ୍ଥା ନାହିଁ। ଆଉ କେଉଁଠି ସ୍ମୋକ୍ ଡିଟେକ୍ଟର କାମ କରୁନଥିବା ଜଣାପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story