ଯବାନଙ୍କ ଗୁଳିରେ ଗୋଟିଏ ପରିବାରର ୩ ଆହତ

ଯାଜପୁର (ଓଡ଼ିଶା ରିପୋର୍ଟର): ଯବାନଙ୍କ ଗୁଳିରେ ଗୋଟିଏ ପରିବାରର ୩ ଜଣ ଆହତ ହୋଇଛନ୍ତି। ଜମି ବିବାଦକୁ ନେଇ ଯବାନ ଗୁଳି କରିଥିବା ଅଭିଯୋଗ ହୋଇଛି। ଏପରି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ଜେନାପୁର ଥାନା ଭରତପୁର ଗାଁରେ ଘଟିଛି। ଗୁଳିମାଡ଼ରେ ଆହତ ହୋଇଛନ୍ତି ସୁଜାତା ପ୍ରଧାନ, ତାଙ୍କ ପୁଅ ବିବେକ ପ୍ରଧାନ ଓ ରଂଜନ ପ୍ରଧାନ। ଆହତଙ୍କୁ ପ୍ରଥମେ ଧର୍ମଶାଳା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। […]

firing in jajpur 3 injure

firing in jajpur 3 injure

Rakesh Mallick
  • Published: Wednesday, 10 January 2018
  • Updated: 10 January 2018, 06:34 PM IST

Sports

Latest News

ଯାଜପୁର (ଓଡ଼ିଶା ରିପୋର୍ଟର): ଯବାନଙ୍କ ଗୁଳିରେ ଗୋଟିଏ ପରିବାରର ୩ ଜଣ ଆହତ ହୋଇଛନ୍ତି। ଜମି ବିବାଦକୁ ନେଇ ଯବାନ ଗୁଳି କରିଥିବା ଅଭିଯୋଗ ହୋଇଛି। ଏପରି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ଜେନାପୁର ଥାନା ଭରତପୁର ଗାଁରେ ଘଟିଛି। ଗୁଳିମାଡ଼ରେ ଆହତ ହୋଇଛନ୍ତି ସୁଜାତା ପ୍ରଧାନ, ତାଙ୍କ ପୁଅ ବିବେକ ପ୍ରଧାନ ଓ ରଂଜନ ପ୍ରଧାନ। ଆହତଙ୍କୁ ପ୍ରଥମେ ଧର୍ମଶାଳା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସୁଜାତାଙ୍କ ସ୍ୱାମୀ କ୍ଷୀରୋଦ ଆଜି ସାଇକଲରେ ବିଲକୁ ଯାଉଥିଲେ। ଏହି ସମୟରେ ଅଭିଯୁକ୍ତ ଯବାନ ମହେଶ୍ୱର ଦାସ, ତାଙ୍କ ସହିତ ଯୁକ୍ତିତର୍କ କରିଥିଲେ। ପାଟିତୁଣ୍ଡ ଶୁଣି ଘଟଣାସ୍ଥଳରେ କ୍ଷୀରୋଧଙ୍କ ସ୍ତ୍ରୀ ଓ ତାଙ୍କ ପୁଅ ପହଞ୍ଚିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ମହେଶ୍ୱର ନିଜ ଏୟାର ଗନରେ ଗୁଳି କରିଥିଲେ। ଖାପାଖାଖି ୨୦ ରାଉଣ୍ଡ ଗୁଳି କରିଥିବା ଜଣାପଡ଼ିଛି। ଫଳରେ ୩ ଜଣ ଆହତ ହୋଇଥିଲେ। ଜେନାପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଯବାନ ମହେଶ୍ୱର ଦାସଙ୍କୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story