ପୁଣି ଖସିଗଲେ ମାଓନେତା ଆର୍‌କେ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଅଶାନ୍ତ ହୋଇପଡ଼ିଛି ବିଚ୍ଛିନ୍ନାଞ୍ଚଳ। ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳ ଜୋଡ଼ାମ୍ବ ପଞ୍ଚାୟତ ଟିକରପାଡ଼ୁ ନିକଟରେ ମାଓବାଦୀ ଓ ପୋଲିସ ମୁହାଁମୁହିଁ ହୋଇଛି। ଘମାଘୋଟ୍‌ ଗୁଳିବିନିମୟ ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। କ୍ୟାମ୍ପରେ ମାଓ ନେତା ଆର୍‌କେଙ୍କ ସମେତ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ମାଓବାଦୀ ଖସି ପଳାଇଥିବା ଜଣାପଡ଼ିଛି। ପୋଲିସ ଏହି କ୍ୟାମ୍ପରୁ ବିପୁଳ ପରିମାଣର ସାମଗ୍ରୀ ଜବତ କରିଛି। ଏବେ ଏହି ଜଙ୍ଗଲରେ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ପୋଲିସ ମିଳିତ ଭାବେ କମ୍ୱିଂ ଅପରେସନ୍‌ […]

naxal leader rk

naxal leader rk

Rakesh Mallick
  • Published: Monday, 12 February 2018
  • Updated: 12 February 2018, 04:16 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଅଶାନ୍ତ ହୋଇପଡ଼ିଛି ବିଚ୍ଛିନ୍ନାଞ୍ଚଳ। ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳ ଜୋଡ଼ାମ୍ବ ପଞ୍ଚାୟତ ଟିକରପାଡ଼ୁ ନିକଟରେ ମାଓବାଦୀ ଓ ପୋଲିସ ମୁହାଁମୁହିଁ ହୋଇଛି। ଘମାଘୋଟ୍‌ ଗୁଳିବିନିମୟ ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। କ୍ୟାମ୍ପରେ ମାଓ ନେତା ଆର୍‌କେଙ୍କ ସମେତ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ମାଓବାଦୀ ଖସି ପଳାଇଥିବା ଜଣାପଡ଼ିଛି। ପୋଲିସ ଏହି କ୍ୟାମ୍ପରୁ ବିପୁଳ ପରିମାଣର ସାମଗ୍ରୀ ଜବତ କରିଛି। ଏବେ ଏହି ଜଙ୍ଗଲରେ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ପୋଲିସ ମିଳିତ ଭାବେ କମ୍ୱିଂ ଅପରେସନ୍‌ ଚଳାଇଛି।

ଟିକରପାଡ଼ୁ ନିକଟ ଜଙ୍ଗଲରେ ଏକ ମାଓ କ୍ୟାମ୍ପସ ଚାଲିଥିବା ଗୋଇନ୍ଦା ସୂତ୍ରରୁ ଖବର ପାଇଁ ଆନ୍ଧ୍ର ଓ ଓଡ଼ିଶା ପୋଲିସ ମିଳିତ ଭାବେ ସର୍ଚ୍ଚ ଅପରେସନ୍‌ କରିଥିଲା। ଏହି ସମୟରେ ମାଓବାଦୀମାନେ ଜାଣିପାରି ପୋଲିସ ଉପରକୁ ଗୁଳି ଚଳାଇଥିଲେ। ଏହାର ଜବାବରେ ପୋଲିସ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲା। ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ଗୁଳିଚାଳନା ହୋଇଥିଲା। ଏହା ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ମାତ୍ର ଏଥିରେ କେହି ମୃତାହତ ହୋଇନାହାନ୍ତି। ଏବେ କମ୍ୱିଂ ଅପରେସନ୍‌କୁ ଜୋରଦାର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story