ସୁନ୍ଦରଗଡ଼ରେ ଗୁଳିକାଣ୍ଡ: ଜଣେ ଆହତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଟାଉନ୍ ଥାନା ସମ୍ମୁଖ ବ୍ରାହ୍ମଣୀ ବନ୍ଧ ନିକଟରେ ଗତକାଲି ସନ୍ଧ୍ୟାରେ ଗୁଳିକାଣ୍ଡ ଘଟିଛି। ଏଥିରେ ବ୍ରାହ୍ମଣପଡ଼ାର ଅଭିଷେକ କୁମାର ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ସଂଧ୍ୟାରେ ଅଭିଷେକ ଚାଲି ଚାଲି ଘରକୁ ଯାଉଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ଗୁଳି କରି ଫେରାର ହୋଇ ଯାଇଥିଲେ। ପୋଲିସ ଘଟଣାର ତଦନ୍ତ କରୁଛି। ଗୁଳିକାଣ୍ଡଟି ଟାଉନ ଥାନାର ୫୦୦ […]

mmmm

mmmm

Rakesh Mallick
  • Published: Sunday, 29 October 2017
  • Updated: 29 October 2017, 12:58 PM IST

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଟାଉନ୍ ଥାନା ସମ୍ମୁଖ ବ୍ରାହ୍ମଣୀ ବନ୍ଧ ନିକଟରେ ଗତକାଲି ସନ୍ଧ୍ୟାରେ ଗୁଳିକାଣ୍ଡ ଘଟିଛି। ଏଥିରେ ବ୍ରାହ୍ମଣପଡ଼ାର ଅଭିଷେକ କୁମାର ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତକାଲି ସଂଧ୍ୟାରେ ଅଭିଷେକ ଚାଲି ଚାଲି ଘରକୁ ଯାଉଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ଗୁଳି କରି ଫେରାର ହୋଇ ଯାଇଥିଲେ। ପୋଲିସ ଘଟଣାର ତଦନ୍ତ କରୁଛି। ଗୁଳିକାଣ୍ଡଟି ଟାଉନ ଥାନାର ୫୦୦ ମିଟର ଦୂରରେ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story