ମାଛ ମଡ଼କ ଘଟଣା: ବଟନଦୀ ପାଣି ପରିଷ୍କାର କାମ ଆରମ୍ଭ

ପାରାଦୀପ: ପାରାଦୀପର ବଟନଦୀରେ ଗତ ଶୁକ୍ରବାରଠାରୁ ହଜାର ହଜାର ମାଛ ମରି ଭାସୁଥିବା ବେଳେ ଆଜି ସେଗୁଡ଼ିକୁ ପାଣିରୁ ବାହାର କରାଯାଉଛି। ପାଣିରୁ ବାହାର କରାଯାଉଥିବା ମାଛଗୁଡ଼ିକୁ ଗାତ ଖୋଳି ପୋତା ଯାଉଛି। ତା’ସହିତ ନଦୀର ଜଳକୁ ଶୁଦ୍ଧ କରିବା ପାଇଁ ବ୍ଲିଚିଂ ପକା ଯାଉଛି। ମ୍ୟୁନିସିପାଲିଟି ସ୍ୱାସ୍ଥ୍ୟ ଅଧିକାରୀ ରାଜେନ୍ଦ୍ର ନାୟକଙ୍କ ତଦାରଖରେ ସଫେଇ କାମ ଚାଲିଛି। ସକାଳ ୮ଟାରୁ ଆରମ୍ଭ ହୋଇଥିବା ଏହି କାମ ଆଜି ଦିନ ତମାମ ଜାରି ରହିବ। ମ୍ୟୁନିସିପାଲିଟି ସ୍ୱାସ୍ଥ୍ୟ […]

batanadi-fish

batanadi-fish

Rakesh Mallick
  • Published: Tuesday, 07 June 2016
  • Updated: 07 June 2016, 10:12 AM IST

batanadi-fishପାରାଦୀପ: ପାରାଦୀପର ବଟନଦୀରେ ଗତ ଶୁକ୍ରବାରଠାରୁ ହଜାର ହଜାର ମାଛ ମରି ଭାସୁଥିବା ବେଳେ ଆଜି ସେଗୁଡ଼ିକୁ ପାଣିରୁ ବାହାର କରାଯାଉଛି। ପାଣିରୁ ବାହାର କରାଯାଉଥିବା ମାଛଗୁଡ଼ିକୁ ଗାତ ଖୋଳି ପୋତା ଯାଉଛି। ତା’ସହିତ ନଦୀର ଜଳକୁ ଶୁଦ୍ଧ କରିବା ପାଇଁ ବ୍ଲିଚିଂ ପକା ଯାଉଛି। ମ୍ୟୁନିସିପାଲିଟି ସ୍ୱାସ୍ଥ୍ୟ ଅଧିକାରୀ ରାଜେନ୍ଦ୍ର ନାୟକଙ୍କ ତଦାରଖରେ ସଫେଇ କାମ ଚାଲିଛି।

ସକାଳ ୮ଟାରୁ ଆରମ୍ଭ ହୋଇଥିବା ଏହି କାମ ଆଜି ଦିନ ତମାମ ଜାରି ରହିବ।

ମ୍ୟୁନିସିପାଲିଟି ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି,“ବର୍ଷା ହେବା ପରେ ଏଠାରେ କିଛି ମାଛ ମରି ପଡ଼ିଥିବା ଦେଖାଯାଇଥିଲା। ତେଣୁ ମ୍ୟୁନିସିପାଲିଟି ତରଫରୁ ଡଙ୍ଗା ସାହାଯ୍ୟରେ ମଲା ମାଛଗୁଡ଼ିକୁ ପାଣିରୁ ଛାଣି ନଦୀ ପାଖରେ ଥିବା ଖୋଲା ସ୍ଥାନରେ ଗାତ ଖୋଳି ବ୍ଲିଚିଂ ଦେଇ ପୋତି ଦିଆଯାଉଛି।”

ସେ କହିଛନ୍ତି,“ପ୍ରଦୂଷଣ ବୋର୍ଡ ପକ୍ଷରୁ ନଦୀର ଜଳ ସଂଗ୍ରହ କରାଯାଇଛି। ପରୀକ୍ଷା ରିପୋର୍ଟ ଆସିବା ପରେ ନଦୀ ଜଳ ବିଷାକ୍ତ ହୋଇଛି କି ନାହିଁ ତାହା ଜଣାପଡ଼ିବ।”

ଅନ୍ୟପକ୍ଷରେ ମାଛଗୁଡ଼ିକର ମୃତ୍ୟୁର କାରଣ ଏଯାଏଁ ଜଣାପଡ଼ିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story