ଜାଲରେ ପଡ଼ିଲା ତେଲିଆ ମାଛ,ଦାମ ୩ଲକ୍ଷରୁ ଅଧିକ

ଚାନ୍ଦବାଲି(ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ଧାମରା ଚନ୍ଦନୀପାଳ ଅଞ୍ଚଳରେ ଜଣେ ମତ୍ସ୍ୟଜୀବୀଙ୍କ ଜାଲରେ ପଡିଛି ତେଲିଆ ମାଛ। ଯାହାର ଓଜନ ୩୨ କିଲୋ ହେବ। ଗତକାଲି ଏହି ମାଛଟିର ନିଲାମ ହୋଇଥିଲା। କୋଲକତାର ଏକ କମ୍ପାନୀ ୩ଲକ୍ଷ ୧୦ହଜାର ଟଙ୍କାରେ ଏହି ମାଛଟିକୁ କିଣିଥିଲା। ଚନ୍ଦିନୀପାଳ ମତ୍ସ୍ୟ ପୋତାଶ୍ରୟର ତାଳଛୁଆ ଅଞ୍ଚଳର ହାଫିଜ୍ ଉଲ୍ଲାଙ୍କ ମାଛଧରା ବୋଟରେ କତକାଲି ୩୨ କେଜି ଓଜନରେ ତେଲିଆ ମାଛ ପଡିଥିଲା। ଏହି ମାଛର ଚାହିଦା ଅଧିକ ରହିଥିବାରୁ ଏହାକୁ ବିଦେଶକୁ […]

fish

fish

Tapaswini Nayak
  • Published: Saturday, 23 July 2022
  • Updated: 23 July 2022, 10:29 AM IST

Sports

Latest News

ଚାନ୍ଦବାଲି(ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ଧାମରା ଚନ୍ଦନୀପାଳ ଅଞ୍ଚଳରେ ଜଣେ ମତ୍ସ୍ୟଜୀବୀଙ୍କ ଜାଲରେ ପଡିଛି ତେଲିଆ ମାଛ। ଯାହାର ଓଜନ ୩୨ କିଲୋ ହେବ। ଗତକାଲି ଏହି ମାଛଟିର ନିଲାମ ହୋଇଥିଲା। କୋଲକତାର ଏକ କମ୍ପାନୀ ୩ଲକ୍ଷ ୧୦ହଜାର ଟଙ୍କାରେ ଏହି ମାଛଟିକୁ କିଣିଥିଲା।

ଚନ୍ଦିନୀପାଳ ମତ୍ସ୍ୟ ପୋତାଶ୍ରୟର ତାଳଛୁଆ ଅଞ୍ଚଳର ହାଫିଜ୍ ଉଲ୍ଲାଙ୍କ ମାଛଧରା ବୋଟରେ କତକାଲି ୩୨ କେଜି ଓଜନରେ ତେଲିଆ ମାଛ ପଡିଥିଲା। ଏହି ମାଛର ଚାହିଦା ଅଧିକ ରହିଥିବାରୁ ଏହାକୁ ବିଦେଶକୁ ରପ୍ତାନି କରାଯାଇଥାଏ ।

ସୂଚନାଯୋଗ୍ୟ,  ଜୁନ୍ ୧୭ ତାରିଖରେ ଜଗତସିଂହପୁର ଜିଲ୍ଲା ପାରାଦୀପ ଅଠରବାଙ୍କି ବାଲି ପ୍ଲଟ ମାଛ ଗଦିରେ ମତ୍ସଜୀବୀଙ୍କ ଜାଲରେ  ୪ଟି ତେଲିଆ ବୋରେଇ ମାଛ ପଡ଼ିଥିଲେ। ଗୋଟିଏ ମାଛ ୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରି ହୋଇଥିବା ବେଳେ ଅନ୍ୟ ୩ଟି ମାଛ ଦାମ୍‌ କିଲୋ ପିଛା ୪୨୦୦ ଟଙ୍କା ଦାମ୍ ହିସାବରେ ମୋଟ ୧ ଲକ୍ଷ ୬୩ ହଜାର ୮ ଶହ ଟଙ୍କାରେ ବିକ୍ରି ହୋଇଛି। ସମୁଦାୟ ୪ଟି ତେଲିଆ ବୋରେଆ ମାଛକୁ ୮ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱରେ ବିକ୍ରି କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story