ଚାନ୍ଦବାଲି: ମାଛଧରା ଡଙ୍ଗା ବୁଡ଼ି ଜଣେ ନିଖୋଜ, ୨ ଉଦ୍ଧାର

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଏକ ମାଛଧରା ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହେବ ଫଳରେ ଜଣେ ନିଖୋଜ ଅଛନ୍ତ। ତାଙ୍କ ନାଁ ରତନ ମଣ୍ଡଳ। ସେ ଧାମରା ଅଞ୍ଚଳର। ସେହିପରି ବୁଡ଼ି ଯାଇଥିବା ଆଉ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ପ୍ରଥମେ ଧାମରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଦୁଇ ଜଣ ଯାକୁ ବାସୁଦେବପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏ ଦୁଇ ଜଣ ବାସୁଦେବ ପୁରର। ଏମାନଙ୍କ କହିବା ଅନୁଯାୟୀ ଏକ ଟ୍ରଲର ସେମାନଙ୍କ ଡଙ୍ଗାକୁ ଧକ୍କା […]

chandabali

chandabali

Rakesh Mallick
  • Published: Monday, 09 November 2015
  • Updated: 09 November 2015, 06:25 AM IST

Sports

Latest News

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଏକ ମାଛଧରା ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହେବ ଫଳରେ ଜଣେ ନିଖୋଜ ଅଛନ୍ତ। ତାଙ୍କ ନାଁ ରତନ ମଣ୍ଡଳ। ସେ ଧାମରା ଅଞ୍ଚଳର। ସେହିପରି ବୁଡ଼ି ଯାଇଥିବା ଆଉ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ପ୍ରଥମେ ଧାମରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଦୁଇ ଜଣ ଯାକୁ ବାସୁଦେବପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏ ଦୁଇ ଜଣ ବାସୁଦେବ ପୁରର। ଏମାନଙ୍କ କହିବା ଅନୁଯାୟୀ ଏକ ଟ୍ରଲର ସେମାନଙ୍କ ଡଙ୍ଗାକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ମାରାଇନ୍ ପୋଲିସ୍ ପହଞ୍ଚି ନିଖୋଜ ବ୍ୟକ୍ତିଙ୍କୁ ଖୋଜୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story