ବାହୁରେ ବୁହା ହେଉଛନ୍ତି ସ୍କୁଲ ପିଲା, ମୁଖ୍ୟମନ୍ତ୍ରୀ ଶୁଣିବେକି ?

ରାଉରକେଲା(ସତ୍ୟାନନ୍ଦ ମହାନ୍ତି):ସୁନ୍ଦରଗଡ ଜିଲ୍ଲା ବିରମିତ୍ରପୁର ନିର୍ବାଚନ ମଣ୍ଡଳୀର ନୂଆଗାଁ ବ୍ଲକ କୋକେରମା ପଞ୍ଚାୟତର ଦୁଇଟି ଗ୍ରାମ ବାହ୍ୟ ଜଗତରୁ ପ୍ରାୟତଃ ବିଛିନ୍ନ ହୋଇଯାଇଛି । ଗତ ୧୬ ତାରିଖରୁ ଲଗାଣ ବର୍ଷା ଫଳରେ କୋକେରମା ପଞ୍ଚାୟତ କୁସଂଯୋଗ କରୁଥିବା ଏକ ମାତ୍ର ପୋଲ ସଂଯୋଗକାରୀ ରାସ୍ତାର ଗୋଟିଏ ପାର୍ଶ୍ୱ ସମ୍ପୂର୍ଣ୍ଣ ଧୋଇ ଯାଇଛି। ଫଳରେ ଗ୍ରାମବାସୀ ଘୋର ଅସୁବିଧାର ସମ୍ମୁଖୀନ୍ନ ହେଉଛନ୍ତି । ମୁଖ୍ୟତଃ ଏହି ପଂଚାୟତର ବେନେତା ଗ୍ରାମରେ ରହୁଥିବା ଏକ ହଜାରରୁ ଅଧିକ ଲୋକ […]

vcc

vcc

Tapas Behera
  • Published: Wednesday, 21 August 2019
  • Updated: 21 August 2019, 10:24 PM IST

Sports

Latest News

ରାଉରକେଲା(ସତ୍ୟାନନ୍ଦ ମହାନ୍ତି):ସୁନ୍ଦରଗଡ ଜିଲ୍ଲା ବିରମିତ୍ରପୁର ନିର୍ବାଚନ ମଣ୍ଡଳୀର ନୂଆଗାଁ ବ୍ଲକ କୋକେରମା ପଞ୍ଚାୟତର ଦୁଇଟି ଗ୍ରାମ ବାହ୍ୟ ଜଗତରୁ ପ୍ରାୟତଃ ବିଛିନ୍ନ ହୋଇଯାଇଛି । ଗତ ୧୬ ତାରିଖରୁ ଲଗାଣ ବର୍ଷା ଫଳରେ କୋକେରମା ପଞ୍ଚାୟତ କୁସଂଯୋଗ କରୁଥିବା ଏକ ମାତ୍ର ପୋଲ ସଂଯୋଗକାରୀ ରାସ୍ତାର ଗୋଟିଏ ପାର୍ଶ୍ୱ ସମ୍ପୂର୍ଣ୍ଣ ଧୋଇ ଯାଇଛି। ଫଳରେ ଗ୍ରାମବାସୀ ଘୋର ଅସୁବିଧାର ସମ୍ମୁଖୀନ୍ନ ହେଉଛନ୍ତି ।

ମୁଖ୍ୟତଃ ଏହି ପଂଚାୟତର ବେନେତା ଗ୍ରାମରେ ରହୁଥିବା ଏକ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଗ୍ରାମରେ କେହି ରୋଗରେ ପଡିଲେ ଆମ୍ବୁଲାନ୍ସ ଆସିବା ତ’ ଦୂରର କଥା ଲୋକମାନେ ଖଟିଆରେ ମଧ୍ୟ ବୋହିକି ନେଇପାରୁନାହାନ୍ତି । ବେଶୀ ଅସୁବିଧା ଭୋଗ କରୁଛନ୍ତି ସ୍କୁଲ ଛାତ୍ରଛାତ୍ରୀ ।

ରାସ୍ତା ଧୋଇଯାଇଥିବାରୁ ବିପଦ ଶଙ୍କୁଳ ସ୍ଥିତିରେ ସ୍କୁଲ ଛାତ୍ରଛାତ୍ର ମାନେ ବ୍ରିଜ ପାର ହେଉଛନ୍ତି । ଏମିତିକି ଗ୍ରାମବାସୀମାନେ ପିଲାଙ୍କୁ କାନ୍ଧରେ କିମ୍ବା ବାହୁରେ ଟେକି ଟେକି ନଦୀ ପାର କରୁଛନ୍ତି।  ଲଗାଣ ବର୍ଷା ଯୋଗୁ ଏକ ବିରାଟ ଗଛ ଉପୁଡି ପଡ଼ିଥିବାରୁ ବ୍ରିଜ ପାର ହେବାକୁ ପିଲାଙ୍କର ଏହି ଗଛ ହିଁ ଏକମାତ୍ର ସହାରା ପାଲଟିଛି ।ଏପର୍ଯ୍ୟନ୍ତ ପ୍ରଶାସନିକ ସ୍ତରରେ ରାସ୍ତା ମରାମତି ଲାଗି କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଲୋକମାନେ ଅସନ୍ତାଷ ବ୍ୟକ୍ତ କରିଛନ୍ତି। ସ୍କୁଲ ର ପ୍ରଧାନ ଶିକ୍ଷକ ଶୀଘ୍ର ରାସ୍ତା ନିର୍ମାଣ ଲାଗି ନିବେଦନ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story