ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ବିଏସ୍‌ଏଫ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ଜମ୍ମୁରେ କାର୍ଯ୍ୟରତ ଥିବା ବେଳେ ପ୍ରାଣ ହରାଇଥିବା ବିଏସ୍‌ଏଫ୍‌ ଯବାନ ଦୀପକ ବେହେରାଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସମ୍ପନ୍ନ ହୋଇଛି। ମୃତ ଦୀପକଙ୍କ ଘର ଟିଟିଲାଗଡ଼ ସହରର ରଘୁନାଥପାଡ଼ାରେ। ଜମ୍ମୁରେ କାର୍ଯ୍ୟରତ ଥିବା ବେଳେ କିଛିଦିନି ହେବ ଅସୁସ୍ଥ ହୋଇଯାଇଥିଲେ। ଜମ୍ମୁ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ତାଙ୍କ ମରଶରୀର ଟିଟିଲାଗଡ଼ରେ ପହଞ୍ଚିବା ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଏହି […]

bsf

bsf

Rakesh Mallick
  • Published: Monday, 23 April 2018
  • Updated: 23 April 2018, 11:02 PM IST

Sports

Latest News

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ଜମ୍ମୁରେ କାର୍ଯ୍ୟରତ ଥିବା ବେଳେ ପ୍ରାଣ ହରାଇଥିବା ବିଏସ୍‌ଏଫ୍‌ ଯବାନ ଦୀପକ ବେହେରାଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସମ୍ପନ୍ନ ହୋଇଛି। ମୃତ ଦୀପକଙ୍କ ଘର ଟିଟିଲାଗଡ଼ ସହରର ରଘୁନାଥପାଡ଼ାରେ।

bsfଜମ୍ମୁରେ କାର୍ଯ୍ୟରତ ଥିବା ବେଳେ କିଛିଦିନି ହେବ ଅସୁସ୍ଥ ହୋଇଯାଇଥିଲେ। ଜମ୍ମୁ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ତାଙ୍କ ମରଶରୀର ଟିଟିଲାଗଡ଼ରେ ପହଞ୍ଚିବା ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

bsfଏହି ଅବସରରେ ଟିଟିଲାଗଡ଼ ଉପଜିଲ୍ଲାପାଳ, ଏସ୍‌ଡିପିଓ, ମ୍ୟୁନିସିପାଲିଟି ଚେୟାରମ୍ୟାନ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos