ଘନକୁହୁଡ଼ି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ୱର: ଭୁବନେଶ୍ୱର ଓ ପୁରୀ ସମେତ ରାଜ୍ୟର ବହୁ ସ୍ଥାନରେ ଆଜି ଘନ କୁହୁଡ଼ି ଦେଖିବାକୁ ମିଳିଛି। କୁହୁଡ଼ିର ମାତ୍ରା ଅଧିକ ରହିଥିବାରୁ ଭିଜିବିଲିଟି ୫୦ ମିଟରରୁ କମ୍‌ ରହିଛି। ଫଳରେ ଯାନବାହାନ ଚଳାଚଳରେ ଘୋର ଅସୁବିଧା ହୋଇଛି। ଭୋର ୫ଟାରୁ ଆରମ୍ଭ ହୋଇଥିବା ଏହି କୁହୁଡି ଦିନ ୯ଟା ପର୍ଯ୍ୟନ୍ତ ରହିଥିଲା। କୁହୁଡ଼ି ଯୋଗୁଁ ଭୁବନେଶ୍ୱର ବିମାନ ବନ୍ଦରରେ ବିମାନ ଅବତରଣରେ ସମସ୍ୟା ଦେଖାଦେଇଥିଲା। ଅନ୍ୟପକ୍ଷରେ ଆଜିଠୁ ପାଗରେ ପରିବର୍ତ୍ତନ ହେବା ନେଇ ଆଞ୍ଚଳିକ ପାଣିପାଗ […]

foge-in-bbsr

foge-in-bbsr

Rakesh Mallick
  • Published: Wednesday, 30 November 2016
  • Updated: 30 November 2016, 10:42 PM IST

Sports

Latest News

foge-in-bbsrଭୁବନେଶ୍ୱର: ଭୁବନେଶ୍ୱର ଓ ପୁରୀ ସମେତ ରାଜ୍ୟର ବହୁ ସ୍ଥାନରେ ଆଜି ଘନ କୁହୁଡ଼ି ଦେଖିବାକୁ ମିଳିଛି। କୁହୁଡ଼ିର ମାତ୍ରା ଅଧିକ ରହିଥିବାରୁ ଭିଜିବିଲିଟି ୫୦ ମିଟରରୁ କମ୍‌ ରହିଛି। ଫଳରେ ଯାନବାହାନ ଚଳାଚଳରେ ଘୋର ଅସୁବିଧା ହୋଇଛି। ଭୋର ୫ଟାରୁ ଆରମ୍ଭ ହୋଇଥିବା ଏହି କୁହୁଡି ଦିନ ୯ଟା ପର୍ଯ୍ୟନ୍ତ ରହିଥିଲା। କୁହୁଡ଼ି ଯୋଗୁଁ ଭୁବନେଶ୍ୱର ବିମାନ ବନ୍ଦରରେ ବିମାନ ଅବତରଣରେ ସମସ୍ୟା ଦେଖାଦେଇଥିଲା।

ଅନ୍ୟପକ୍ଷରେ ଆଜିଠୁ ପାଗରେ ପରିବର୍ତ୍ତନ ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ  ପକ୍ଷରୁ ସୂଚନା  ଦିଆଯାଇଛି। ଆକାଶ ମେଘାଛନ୍ନ ରହିବା ସହ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ଆକାଶ ମେଘୁଆ ରହିବା କାରଣରୁ ଆଗାମୀ କିଛି ଦିନ ପାଇଁ ଶୀତ କମ୍‌ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ  ସୂଚନା  ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story