‘ଚାଉଳ ବୋଝେଇ ଗାଡ଼ିରେ ଲାଗିବ ଜିପିଏସ୍‌’

ଭୁବନେଶ୍ୱର: ଚାଉଳ ବୋଝେଇ ଗାଡ଼ିରେ ଲାଗିବ ଜିପିଏସ୍‌। ଯେଉଁ ଗାଡି ଗୁଡ଼ିକ ଡିପୋରୁ ଚାଉଳ ନେଇ ବାହାରିବ ସେସବୁ ଗାଡ଼ିରେ ଏହି ଜିପିଏସ୍‌ ଲାଗିବ ବୋଲି ଯୋଗାଣ ବିଭାଗର ସମୀକ୍ଷା ପରେ ବିଭାଗୀୟ ସଚିବ ପ୍ରଦୀପ୍ତ ମହାପାତ୍ର ଆଜି କହିଛନ୍ତି। ସେ କହିଛନ୍ତି,“ଫେବୃଆରୀ ଶେଷ ସୁଦ୍ଧା ସହରାଞ୍ଚଳର ସବୁ କାଉଣ୍ଟରରେ ଓ ମାର୍ଚ୍ଚ ସୁଦ୍ଧା ଅନ୍ୟାନ୍ୟ ସ୍ଥାନରେ ପିଓଏସ୍‌ ମେସିନ୍‌ ଲାଗିବ। ଏହାଛଡ଼ା ବର୍ତ୍ତମାନ ସୁଦ୍ଧା ୨୧ ଲକ୍ଷ ମେଟ୍ରିକ୍‌ ଟନ ଧାନ କିଣାଯାଇଥିବା ବେଳେ ଚାଷୀଙ୍କ […]

pradeep-mohapatra

pradeep-mohapatra

Rakesh Mallick
  • Published: Wednesday, 25 January 2017
  • Updated: 25 January 2017, 02:11 PM IST

Sports

Latest News

ଭୁବନେଶ୍ୱର: ଚାଉଳ ବୋଝେଇ ଗାଡ଼ିରେ ଲାଗିବ ଜିପିଏସ୍‌। ଯେଉଁ ଗାଡି ଗୁଡ଼ିକ ଡିପୋରୁ ଚାଉଳ ନେଇ ବାହାରିବ ସେସବୁ ଗାଡ଼ିରେ ଏହି ଜିପିଏସ୍‌ ଲାଗିବ ବୋଲି ଯୋଗାଣ ବିଭାଗର ସମୀକ୍ଷା ପରେ ବିଭାଗୀୟ ସଚିବ ପ୍ରଦୀପ୍ତ ମହାପାତ୍ର ଆଜି କହିଛନ୍ତି।

ସେ କହିଛନ୍ତି,“ଫେବୃଆରୀ ଶେଷ ସୁଦ୍ଧା ସହରାଞ୍ଚଳର ସବୁ କାଉଣ୍ଟରରେ ଓ ମାର୍ଚ୍ଚ ସୁଦ୍ଧା ଅନ୍ୟାନ୍ୟ ସ୍ଥାନରେ ପିଓଏସ୍‌ ମେସିନ୍‌ ଲାଗିବ। ଏହାଛଡ଼ା ବର୍ତ୍ତମାନ ସୁଦ୍ଧା ୨୧ ଲକ୍ଷ ମେଟ୍ରିକ୍‌ ଟନ ଧାନ କିଣାଯାଇଥିବା ବେଳେ ଚାଷୀଙ୍କ ଆକାଉଣ୍ଟକୁ ୨୬୦୦ କୋଟି ଟଙ୍କା ଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story