‘ଅଞ୍ଜନା ପାଇଁ ଯାଇଥିଲେ ଜାନକୀ, କୁନ୍ଦୁଲି ପାଇଁ ନବୀନ ଯାଇପାରନ୍ତି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଞ୍ଜନା ମିଶ୍ର ମାମଲାରେ ଜାନକୀ ବାବୁଙ୍କ ସରକାର ଯାଇଥିଲା। କୁନ୍ଦୁଲି ଘଟଣାରେ ନବୀନ ବାବୁଙ୍କର ସେହି ପ୍ରକାର ସ୍ଥିତି ହୋଇପାରେ। ତେଣୁ ବିଭାଗୀୟ ମନ୍ତ୍ରୀ ହିସାବରେ ମୁଖ୍ୟମନ୍ତ୍ରୀ କୁନ୍ଦୁଲି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା। କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ନହେବା ଦୁର୍ଭାଗ୍ୟର ବିଷୟ। ଆଜି ଏପରି ବୟାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ୍। ସେ କହିଛନ୍ତି-“ପୂର୍ବରୁ କଳାହାଣ୍ଡିର ପିଲା ବିକ୍ରୀ ଓ ଦାନ ମାଝୀ ଘଟଣାକୁ […]

d4

d4

Rakesh Mallick
  • Published: Thursday, 25 January 2018
  • Updated: 25 January 2018, 05:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଞ୍ଜନା ମିଶ୍ର ମାମଲାରେ ଜାନକୀ ବାବୁଙ୍କ ସରକାର ଯାଇଥିଲା। କୁନ୍ଦୁଲି ଘଟଣାରେ ନବୀନ ବାବୁଙ୍କର ସେହି ପ୍ରକାର ସ୍ଥିତି ହୋଇପାରେ। ତେଣୁ ବିଭାଗୀୟ ମନ୍ତ୍ରୀ ହିସାବରେ ମୁଖ୍ୟମନ୍ତ୍ରୀ କୁନ୍ଦୁଲି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା। କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ନହେବା ଦୁର୍ଭାଗ୍ୟର ବିଷୟ। ଆଜି ଏପରି ବୟାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ୍।

ସେ କହିଛନ୍ତି-“ପୂର୍ବରୁ କଳାହାଣ୍ଡିର ପିଲା ବିକ୍ରୀ ଓ ଦାନ ମାଝୀ ଘଟଣାକୁ ନେଇ ଓଡ଼ିଶା ସମଗ୍ର ଭାରତରେ ଲଜ୍ଜିତ ହୋଇଥିଲା। ଠିକ୍‌ ସେମିତି କୁନ୍ଦୁଲି ଘଟଣା ପାଇଁ ଓଡ଼ିଶା ପୁଣି ଥରେ ଲଜ୍ଜିତ ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାୟୀ। ମୁଖ୍ୟମନ୍ତ୍ରୀ ଜାଣିଶୁଣି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଏପରିକି ଘଟଣା ସମ୍ପର୍କରେ ମୁହଁ ମଧ୍ୟ ଖୋଲୁ ନାହାନ୍ତି। ଓଡ଼ିଶାବାସୀ ଏହାର ଜବାବ ଦେବେ।”

ହରତାଳକୁ ନେଇ ଜୁଏଲ୍‌ କହିଛନ୍ତି-“କୁନ୍ଦୁଲି ଏକ ସମ୍ୱେଦନଶୀଳ ଘଟଣା। ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ସ୍ୱତ୍ତପ୍ରବୃତି ଭାବେ ଲୋକେ ବିଜେପି ହରତାଳରେ ସାମିଲ ହୋଇଥିଲେ। ସେଥିପାଇଁ ଲୋକାମାନଙ୍କୁ ଧନ୍ୟବାଦ। ଯଦି କାହାରି କିଛି ଅସୁବିଧା ହୋଇଥାଏ, ସେଥିପାଇଁ ଆମେ ଦୁଃଖିତ। ତେବେ ଗତକାଲି ବନ୍ଦରୁ ଜଣାପଡ଼ିଛି ଯେ, ଏହି ସରକାର ଧୀରେଧୀରେ ତଳକୁ ଖସୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story