ଛତିଶଗଡ଼ ପାଇଁ ବୁଡ଼ିବ ଓଡ଼ିଶା: ବିଜୟ-ବିଜେଡି ଗୋଟିଏ ସ୍ୱର

ଭୁବନେଶ୍ୱର: ମହାନଦୀ ଉପର ମୁଣ୍ଡରେ ଛତିଶଗଡ କେତେ ପାଣି ଛାଡିବ ତା’ର ଆକଳନ ହୋଇନାହିଁ। ତେଣୁ ବର୍ଷା ଦିନେ ବ୍ୟାରେଜର ତଳ ମୁଣ୍ଡ ବୁଡିବ। କେବଳ ଅଣମୌସୁମୀ ନୁହେଁ, ଛତିଶଗଡ଼ର ପ୍ରକଳ୍ପ ଯୋଗୁଁ ମୌସୁମୀ ସମୟରେ ପ୍ରଭାବିତ ହେବ ଓଡ଼ିଶା। ମହାନଦୀ ପ୍ରସଙ୍ଗରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଏଭଳି ଉଦ୍‌ବେଗ ପ୍ରକାଶ କରିଛନ୍ତି। ମହାନଦୀ ପ୍ରସଙ୍ଗରେ କେନ୍ଦ୍ରୀୟ ଜଳ ଆୟୋଗର ଭୂମିକାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। CWC […]

mahanadi-bridge-in-chatis

mahanadi-bridge-in-chatis

Rakesh Mallick
  • Published: Saturday, 17 June 2017
  • Updated: 17 June 2017, 09:22 PM IST

ଭୁବନେଶ୍ୱର: ମହାନଦୀ ଉପର ମୁଣ୍ଡରେ ଛତିଶଗଡ କେତେ ପାଣି ଛାଡିବ ତା’ର ଆକଳନ ହୋଇନାହିଁ। ତେଣୁ ବର୍ଷା ଦିନେ ବ୍ୟାରେଜର ତଳ ମୁଣ୍ଡ ବୁଡିବ। କେବଳ ଅଣମୌସୁମୀ ନୁହେଁ, ଛତିଶଗଡ଼ର ପ୍ରକଳ୍ପ ଯୋଗୁଁ ମୌସୁମୀ ସମୟରେ ପ୍ରଭାବିତ ହେବ ଓଡ଼ିଶା। ମହାନଦୀ ପ୍ରସଙ୍ଗରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଏଭଳି ଉଦ୍‌ବେଗ ପ୍ରକାଶ କରିଛନ୍ତି। ମହାନଦୀ ପ୍ରସଙ୍ଗରେ କେନ୍ଦ୍ରୀୟ ଜଳ ଆୟୋଗର ଭୂମିକାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି।

CWC ଓଡ଼ିଶା ଓ ଛତିଶଗଡ଼ର ଇଞ୍ଜିନିୟରଙ୍କୁ ଡାକି ଜଳ ବଣ୍ଟନ ଚୁକ୍ତି କରନ୍ତୁ। ମହାନଦୀକୁ ନେଇ ଦୁଇ ରାଜ୍ୟ ମୁହାଁମୁହିଁ ହୋଇଥିବା ବେଳେ ଅର୍ପା ଓ ମହାନଦୀ ପ୍ରକଳ୍ପକୁ ନାବାର୍ଡ କେମିତି ଅର୍ଥ ଦେଲା ବୋଲି ବିଜୟ ପ୍ରଶ୍ନ କରିଛନ୍ତି।

ବିଜୟଙ୍କ ଯୁକ୍ତିକୁ ବିଜେଡି ସମର୍ଥନ କରିଛି। ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି-“ବିବାଦୀୟ ଅର୍ପା ଓ ମହାନଦୀ ପ୍ରକଳ୍ପକୁ ଯେତେବେଳେ CWC କ୍ଲିଅରାନ୍ସ ଦେଇନାହିଁ ତାହାହେଲେ ତାକୁ ନାବାଡ କେମିତି ଟଙ୍କା ଦେଲା?”

ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି-“ମହାନଦୀର ୨୩ କିଲୋମିଟରକୁ ଛତିଶଗଡ଼ ସରକାର ଜଣେ ବ୍ୟବସାୟୀଙ୍କୁ ବିକି ଦେଇଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଖଣି ମାଫିଆଙ୍କୁ ପାଣି ବିକ୍ରି କରୁଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story