କୁନ୍ଦୁଲି କଳଙ୍କ: ଫୋରେନ୍ସିକ୍ ଲ୍ୟାବର ସଫେଇ, ‘ପ୍ରସାରିତ ଖବର ପ୍ରାଥମିକ ତଥ୍ୟ’

ଭୁବନେଶ୍ୱର(ଓଡିଶା ରିପୋର୍ଟର): କୁନ୍ଦୁଲି ପୀଡ଼ିତାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ସମ୍ପର୍କରେ ରାଜ୍ୟ ଫୋରେନ୍ସିକ୍ ଲ୍ୟାବ୍‌ ରିପୋର୍ଟକୁ ନେଇ ଓଟିଭିର ଚାଞ୍ଚଲ୍ୟକର ଖୁଲାସା ପରେ ଏବେ ପକ୍ଷ ରଖିଛି ଲ୍ୟାବ୍‌। ପ୍ରେସ ରିଲିଜ୍ ଜରିଆରେ ସଫେଇ ଦେଇ କହିଛି ପ୍ରସାରିତ ଖବରରେ ଦେଖାଯାଇଥିବା ତଥ୍ୟ କେବଳ ପ୍ରାଥମିକ ରିପୋର୍ଟ। ଯାହାକୁ ନେଇ ଲ୍ୟାବ୍‌ କତ୍ତୃପକ୍ଷଙ୍କ କାର୍ଯ୍ୟକଳାପ ଉପରେ ସନ୍ଦେହ ପ୍ରକାଶ ପାଇଛି। ଏଣେ ପ୍ରାଥମିକ ରିପୋର୍ଟର ତଥ୍ୟ, ଚୂଡ଼ାନ୍ତ ରିପୋର୍ଟରେ କେମିତି ପୁରା ବଦଳିଗଲା ବୋଲି ପ୍ରଶ୍ନ ଉଠିଛି। ଫୋରେନସିକ […]

45

45

Rakesh Mallick
  • Published: Friday, 26 January 2018
  • Updated: 26 January 2018, 09:19 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): କୁନ୍ଦୁଲି ପୀଡ଼ିତାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ସମ୍ପର୍କରେ ରାଜ୍ୟ ଫୋରେନ୍ସିକ୍ ଲ୍ୟାବ୍‌ ରିପୋର୍ଟକୁ ନେଇ ଓଟିଭିର ଚାଞ୍ଚଲ୍ୟକର ଖୁଲାସା ପରେ ଏବେ ପକ୍ଷ ରଖିଛି ଲ୍ୟାବ୍‌। ପ୍ରେସ ରିଲିଜ୍ ଜରିଆରେ ସଫେଇ ଦେଇ କହିଛି ପ୍ରସାରିତ ଖବରରେ ଦେଖାଯାଇଥିବା ତଥ୍ୟ କେବଳ ପ୍ରାଥମିକ ରିପୋର୍ଟ। ଯାହାକୁ ନେଇ ଲ୍ୟାବ୍‌ କତ୍ତୃପକ୍ଷଙ୍କ କାର୍ଯ୍ୟକଳାପ ଉପରେ ସନ୍ଦେହ ପ୍ରକାଶ ପାଇଛି।

ଏଣେ ପ୍ରାଥମିକ ରିପୋର୍ଟର ତଥ୍ୟ, ଚୂଡ଼ାନ୍ତ ରିପୋର୍ଟରେ କେମିତି ପୁରା ବଦଳିଗଲା ବୋଲି ପ୍ରଶ୍ନ ଉଠିଛି। ଫୋରେନସିକ ଲ୍ୟାବ୍ ନିଜ ରିପୋର୍ଟକୁ କାହାରି ଚାପରେ ବଦଳାଇ ନାହିଁ ତ ? ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ସୂଚନାଯାଗ୍ୟ, କୁନ୍ଦୁଲି ମାମଲାରେ ପୀଡିତାଙ୍କ ଅନ୍ତଃବସ୍ତ୍ର ପରୀକ୍ଷା ସମ୍ପର୍କିତ ରିପୋର୍ଟକୁ ନେଇ ଓଟିଭିରେ ଖବର ପ୍ରସାରଣ ପରେ ସଂସ୍ଥାର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠିଛି। କୁନ୍ଦୁଲି ପୀଡିତାଙ୍କ ପୋଷାକ ପରୀକ୍ଷା ସମ୍ପର୍କିତ ରିପୋର୍ଟ ଗତକାଲି ଓଟିଭିରେ ପ୍ରସାରିତ ହୋଇଥିଲା। ଏଥିରେ ଦୁଇ ଜଣଙ୍କ ସିମେନ୍ ନମୁନା ଥିବା ଦର୍ଶାଯାଇଥିଲା। ତେବେ ପୂର୍ବରୁ କ୍ରାଇମବ୍ରାଞ୍ଚ NHRCକୁ ଦେଇଥିବା ରିପୋର୍ଟରେ ସଂପୂର୍ଣ୍ଣ ବିପରିତ ତଥ୍ୟ ଥିଲା। ସେତେବେଳେ ନାବାଳିକାଙ୍କ ପୋଷାକରେ କୌଣସି ବାହ୍ୟବସ୍ତୁ ମିଳି ନ ଥିବା କୁହାଯାଇଥିଲା। ତେବେ ରିପୋର୍ଟ କେମିତି ବଦଳିଲା ବୋଲି ଓଟିଭିରେ ଖବର ପ୍ରସାରଣ ପରେ ସଫେଇ ଦେଇଛି ଫୋରେନ୍ସିକ୍ ଲ୍ୟାବ୍। କହିଛି  ଯେ, ଅକ୍ଟୋବର ୧୭ ତାରିଖରେ ପ୍ରସ୍ତୁତ ରିପୋର୍ଟ କେବଳ ପ୍ରାଥମିକ ରିପୋର୍ଟ ଥିଲା। ୨୩ ତାରିଖରେ କ୍ରାଇମ୍‌ବ୍ରାଞ୍ଚକୁ ଚୂଡ଼ାନ୍ତ ରିପୋର୍ଟ ଦିଆଯାଇଥିଲା ପ୍ରାଥମିକ ରିପୋର୍ଟର ତଥ୍ୟ ଠିକ୍ ନୁହେଁ ।

ଏପଟେ ରିପୋର୍ଟରେ ହେରଫେରକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଘଟଣାକୁ ଲୁଚାଇବା ଲାଗି ଏହା ଷଡ଼ଯନ୍ତ୍ର ବୋଲି ସେମାନେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ମାମଲା ବିଚାରଧୀନ ରହିଛି, ଚୂଡ଼ାନ୍ତ  ରିପୋର୍ଟ ଆସିବା ପରେ ସତ ପଦାକୁ ଆସିବ ବୋଲି  ବିଜେଡି କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story