ବାଘ ଗଣନା କରି ଫେରୁଥିଲେ ଫରେଷ୍ଟର, କଚାଡ଼ି ଦେଲା ହାତୀ

କରଞ୍ଜିଆ (ଓଡ଼ିଶା ରିପୋର୍ଟର): ବାଘ ଗଣନା କରି ଫେରୁଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ଫରେଷ୍ଟର। ତାଙ୍କ ଅବସ୍ଥା ଗୁରୁତର ରହିଛନ୍ତି। ଏଭଳି ଅଘଟଣ ଘଟିଛି ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟର ଚହଲା ରେଞ୍ଜ ଅଞ୍ଚଳରେ। ଆହତ ଫରେଷ୍ଟରଙ୍କ ନାଁ ତରୁଣ କୁମାର ଦାସ। ତାଙ୍କୁ ଭୁବନେଶ୍ୱର ଏମ୍ସକୁ  ସ୍ଥାନାନ୍ତର କରାଯାଇଛି। ଗତ ୬ ତାରିଖରୁ ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ ହୋଇଥିବାବେଳେ ଆସନ୍ତା ୧୩ ତାରିଖରେ ଏହା ଶେଷ ହେବ। ଏହି […]

Forester

Forester

Tapaswini Nayak
  • Published: Friday, 10 June 2022
  • Updated: 10 June 2022, 02:17 PM IST

Sports

Latest News

କରଞ୍ଜିଆ (ଓଡ଼ିଶା ରିପୋର୍ଟର): ବାଘ ଗଣନା କରି ଫେରୁଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ଫରେଷ୍ଟର। ତାଙ୍କ ଅବସ୍ଥା ଗୁରୁତର ରହିଛନ୍ତି। ଏଭଳି ଅଘଟଣ ଘଟିଛି ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟର ଚହଲା ରେଞ୍ଜ ଅଞ୍ଚଳରେ। ଆହତ ଫରେଷ୍ଟରଙ୍କ ନାଁ ତରୁଣ କୁମାର ଦାସ। ତାଙ୍କୁ ଭୁବନେଶ୍ୱର ଏମ୍ସକୁ  ସ୍ଥାନାନ୍ତର କରାଯାଇଛି।

ଗତ ୬ ତାରିଖରୁ ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ ହୋଇଥିବାବେଳେ ଆସନ୍ତା ୧୩ ତାରିଖରେ ଏହା ଶେଷ ହେବ। ଏହି ବାଘ ଗଣନା କାର୍ଯ୍ୟରେ ୫୦୦ ଊର୍ଦ୍ଧ୍ୱ ବନ କର୍ମଚାରୀ ସାମିଲ ହୋଇଛନ୍ତି। ଗତକାଲି ତରୁଣ ଚହଲା ରେଞ୍ଜ ଅଞ୍ଚଳରୁ ବାଘ ଗଣନା କରି ଫେରୁଥିଲେ। ଏହି ସମୟରେ ସେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ।

ହାତୀ ତରୁଣଙ୍କୁ କଚାଡ଼ି ଦେଇଥିଲା। ତାଙ୍କ ଛାତି ଓ ଗୋଡ଼ରେ ଗଭୀର ଅଘାତ ଲାଗିଛି। ତରୁଣଙ୍କର ଗୋଡ଼ ଭାଙ୍ଗି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଯଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ କେନ୍ଦୁଝର ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ପରେ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ, ଦୁଇ ଦିନ ତଳେ ଶିମିଳିପାଳ ଅଭୟାରଣ୍ୟର ଚହଲା ରେଞ୍ଜ ଅଞ୍ଚଳରେ ବାଘ ଗଣନା ବେଳେ ଦୁଇ ଜଣ ବନ ସୁରକ୍ଷା କର୍ମଚାରୀଙ୍କୁ ଭାଲୁ ଆକ୍ରମଣ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story