ବିଜେଡିରେ ମିଶିଲେ ପୂର୍ବତନ ଆଇପିଏସ୍‌ ଅଫିସର ଅରୂପ ପଟ୍ଟନାୟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶଙ୍ଖ ଧରିଲେ ମୁମ୍ୱାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ। ଆଜି ସେ ନବୀନ ନିବାସରେ ବିଧିବଦ୍ଧ ଭାବେ ବିଜେଡି ଯୋଗଦେଇଛନ୍ତି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଅରୂପ ବିଜେଡିରେ ଯୋଗଦେଇଛନ୍ତି। ଅରୂପ ବିଜେଡିରେ ଯୋଗଦେବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି-“ଅରୂପ ଦଳ ପାଇଁ ଅମୂଲ୍ୟ ସମ୍ପଦ ହେବେ।” ମହାରାଷ୍ଟ୍ର କ୍ୟାଡେଟ୍‌ର ଆଇପିଏସ୍‌ ଅଫିସର ଅରୂପ ପଟ୍ଟନାୟକଙ୍କ ଜନ୍ମ ୧୯୫୫ ସେପ୍ଟେମ୍ୱର ୮ ତାରିଖରେ ଭୁବନେଶ୍ୱରରେ ହୋଇଥିଲା। ଦୀର୍ଘ ୩୬ […]

arup-patnaik

arup-patnaik

Rakesh Mallick
  • Published: Wednesday, 18 April 2018
  • Updated: 18 April 2018, 05:40 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶଙ୍ଖ ଧରିଲେ ମୁମ୍ୱାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ। ଆଜି ସେ ନବୀନ ନିବାସରେ ବିଧିବଦ୍ଧ ଭାବେ ବିଜେଡି ଯୋଗଦେଇଛନ୍ତି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଅରୂପ ବିଜେଡିରେ ଯୋଗଦେଇଛନ୍ତି।

ଅରୂପ ବିଜେଡିରେ ଯୋଗଦେବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି-“ଅରୂପ ଦଳ ପାଇଁ ଅମୂଲ୍ୟ ସମ୍ପଦ ହେବେ।”

ମହାରାଷ୍ଟ୍ର କ୍ୟାଡେଟ୍‌ର ଆଇପିଏସ୍‌ ଅଫିସର ଅରୂପ ପଟ୍ଟନାୟକଙ୍କ ଜନ୍ମ ୧୯୫୫ ସେପ୍ଟେମ୍ୱର ୮ ତାରିଖରେ ଭୁବନେଶ୍ୱରରେ ହୋଇଥିଲା। ଦୀର୍ଘ ୩୬ ବର୍ଷ ଧରି ସେ ମହାରାଷ୍ଟ୍ର ପୋଲିସ୍‌ ସେବାରେ ନିଜର କର୍ତ୍ତବ୍ୟ ସୂଚାରୁ ରୂପେ ସମ୍ପାଦନ କରି ସଫଳତା ଅର୍ଜନ କରିଥିଲେ। ଏଥିପାଇଁ ତାଙ୍କୁ ରାଷ୍ଟ୍ରପତି ପୋଲିସ୍‌ ମେଡ଼ାଲ ଓ ଇଣ୍ଡିଆନ୍‌ ପୋଲିସ ମେଡ଼ାଲ ମିଳିଥିଲା। ସେ ୨୦୧୫ ସେପ୍ଟେମ୍ୱର ୩୦ ତାରିଖରେ ଚାକିରିରୁ ଅବସର ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story