ମେଡିକାଲ ନିକଟରୁ ମିଳିଲା ଶିଶୁକନ୍ୟାର ମୃତ୍ୟୁଦେହ

କନ୍ଧମାଳ(ଓଡ଼ିଶା ରିପୋର୍ଟର): ଫୁଲବାଣୀ ମେଡିକାଲ ନିକଟ ମୁଣ୍ଡିଅସାହିରୁ ଆଜି ଏକ ନବଜାତ ଶିଶୁକନ୍ୟାର ମୃତ ଦେହ ଠାବ ହୋଇଛି। ମୃତ ଦେହକୁ କୁକୁର ମାନେ ଆଣି ପକାଇ ଥିବାର ଦେଖିବାକୁ ମିଳିଥିଲା। ତେବେ କେଉଁଠାରୁ ଶିଶୁକନ୍ୟାର ମୃତ୍ୟୁ ଦେହକୁ କୁକୁର ଟାଣି ଆଣି ସେହି ସ୍ଥାନରେ ପକାଇଛି ତାହା କିଛି ସ୍ପଷ୍ଟ ହୋଇନାହିଁ। ସାହିର ଜଣେ ମହିଳା କୁନି ଦିଗାଲ ମୃତ ଶିଶୁ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ […]

vlcsnap-2018-03-30-11h35m45s460

vlcsnap-2018-03-30-11h35m45s460

Rakesh Mallick
  • Published: Friday, 30 March 2018
  • Updated: 30 March 2018, 11:41 AM IST

କନ୍ଧମାଳ(ଓଡ଼ିଶା ରିପୋର୍ଟର): ଫୁଲବାଣୀ ମେଡିକାଲ ନିକଟ ମୁଣ୍ଡିଅସାହିରୁ ଆଜି ଏକ ନବଜାତ ଶିଶୁକନ୍ୟାର ମୃତ ଦେହ ଠାବ ହୋଇଛି। ମୃତ ଦେହକୁ କୁକୁର ମାନେ ଆଣି ପକାଇ ଥିବାର ଦେଖିବାକୁ ମିଳିଥିଲା। ତେବେ କେଉଁଠାରୁ ଶିଶୁକନ୍ୟାର ମୃତ୍ୟୁ ଦେହକୁ କୁକୁର ଟାଣି ଆଣି ସେହି ସ୍ଥାନରେ ପକାଇଛି ତାହା କିଛି ସ୍ପଷ୍ଟ ହୋଇନାହିଁ।

ସାହିର ଜଣେ ମହିଳା କୁନି ଦିଗାଲ ମୃତ ଶିଶୁ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story