ଚୋରା ବନ୍ଧୁକ ରାକେଟ ଠାବ, ୪ ଗିରଫ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ଚୋରା ବନ୍ଧୁକ ରାକେଟ ଠାବ କରାଯାଇଛି। ଆଜି ଉତ୍ତରା ନିକଟରୁ କୁଇକ୍ ଆକ୍ସନ ଟିମ୍ ଏହି ରାକେଟ ଠାବ କରିଛି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୨ଟି ବନ୍ଧୁକ ମଧ୍ୟ ଜବତ କରାଯାଇଛି । ତେବେ ଚୋରା ବନ୍ଧୁକ କେଉଁଠୁ ଆସୁଥିଲା ଓ କାହାକୁ ଦିଆଯାଉଥିଲା ପୋଲିସ୍‌ ଘଟଣା ତଦନ୍ତ କରୁଛି।

Rakesh Mallick
  • Published: Friday, 15 September 2017
  • Updated: 15 September 2017, 02:31 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story