ନଛୋଡ଼ବନ୍ଦା ବୋହୂ: ବନ୍ଧା ହେଲେ ଶାଶୂ,ଶ୍ୱଶୁର; କେଉଁଠି, କାହିଁକି....? ପଢ଼ନ୍ତୁ

କଟକ: କଟକ ସଦର ଥାନା ଶ୍ରୀକୋରୁଆଁ ଗୁରୁବାରି ସାହିରେ ବୋହୂ ନିର୍ଯାତନା ମାମଲାରେ ନିର୍ଯାତିତ ମହିଳାଙ୍କ ଶାଶୂ ଓ ଶ୍ୱଶୁର ସମେତ ୪ ଜଣଙ୍କୁ ଗିରଫ କରିଛି ପୋଲିସ୍। କିଛି ଦିନ ତଳେ ମହିଳା ଜଣକ ନ୍ୟାୟ ଦାବିରେ ଗୁରୁବାରି ସାହିସ୍ଥିତ ତାଙ୍କ ଶାଶୂଘର ଆଗରେ ପିଲାଛୁଆ ସହ ଧାରଣାରେ ବସି ରହିଥିଲେ। ଅଭିଯୋଗ ଅନୁଯାୟୀ, କଟକ ସହରର ଏହି ମହିଳା ଜଣକ ଜଗତସିଂହପୁର ଜିଲ୍ଲାର ଜ୍ୟୋତି ପ୍ରସାଦ ମହାନ୍ତିଙ୍କୁ ପ୍ରେମ ବିବାହ କରିଥିଲେ। ବାପଘର ଲୋକେ […]

Jial

Jial

Rakesh Mallick
  • Published: Monday, 22 May 2017
  • Updated: 22 May 2017, 09:38 AM IST

Sports

Latest News

କଟକ: କଟକ ସଦର ଥାନା ଶ୍ରୀକୋରୁଆଁ ଗୁରୁବାରି ସାହିରେ ବୋହୂ ନିର୍ଯାତନା ମାମଲାରେ ନିର୍ଯାତିତ ମହିଳାଙ୍କ ଶାଶୂ ଓ ଶ୍ୱଶୁର ସମେତ ୪ ଜଣଙ୍କୁ ଗିରଫ କରିଛି ପୋଲିସ୍।

କିଛି ଦିନ ତଳେ ମହିଳା ଜଣକ ନ୍ୟାୟ ଦାବିରେ ଗୁରୁବାରି ସାହିସ୍ଥିତ ତାଙ୍କ ଶାଶୂଘର ଆଗରେ ପିଲାଛୁଆ ସହ ଧାରଣାରେ ବସି ରହିଥିଲେ।

ଅଭିଯୋଗ ଅନୁଯାୟୀ, କଟକ ସହରର ଏହି ମହିଳା ଜଣକ ଜଗତସିଂହପୁର ଜିଲ୍ଲାର ଜ୍ୟୋତି ପ୍ରସାଦ ମହାନ୍ତିଙ୍କୁ ପ୍ରେମ ବିବାହ କରିଥିଲେ। ବାପଘର ଲୋକେ ଜାଗା କିଣି ଘର କରିବାକୁ ସ୍ୱାମୀଙ୍କୁ ଟଙ୍କା ଦେଇଥିବା ସେ କହିଥିଲେ।  କିନ୍ତୁ ଶାଶୂଘର ଲୋକେ ତାଙ୍କୁ ଘରୁ ବାହାର କରି ଦେଇଛନ୍ତି। ସ୍ୱାମୀଙ୍କର ଅନ୍ୟ ମହିଳାଙ୍କ ସହ ଶାରୀରିକ ସଂପର୍କ ଥିବା ମହିଳା ଜଣକ ଅଭିଯୋଗ ଆଣିବା ସହ ତାଙ୍କ ପାଖରେ ଏ ସଂପର୍କିତ ଭିଡିଓ ଅଛି ବୋଲି ମଧ୍ୟ କହିଥିଲେ।  ଏ ସଂପର୍କରେ ମହିଳା ଜଣକ କଟକ ମହିଳା ଥାନାରେ ଅଭିଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story