ତାମିଲନାଡରୁ ୪ ଦାଦନ ଶ୍ରମିକ ଉଦ୍ଧାର

ଫୁଲବାଣୀ (ତ୍ରିନାଥ ସାହୁ): ତାମିଲନାଡ଼ୁରୁ ୪ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ଘର କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳରେ। କନ୍ଧମାଳ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ତାମିଲନାଡ଼ୁ ପୁଲିସ୍‌ ସହାୟତାରେ ଏହି ଶ୍ରମିକମାନଙ୍କୁ ଉଦ୍ଧାର କରିଛି। କନ୍ଧମାଳ ଏସ୍‌ପି ପ୍ରତୀକ ସିଂହ ଏନେଇ ସୂଚନା ଦେଇଛନ୍ତି। ଉଦ୍ଧାର ଶ୍ରମିକକମାନେ ହେଲେ ବଣ୍ଟି ଦିଗାଲ, ଲିଟୁ ନାୟକ, ପିଣ୍ଟୁ ଦିଗାଲ ଓ ରାଜୁ ସାହୁ। ଏମାନଙ୍କୁ ଜଣେ ଦଲାଲ ପ୍ରଲୋଭନ ଦେଖାଇ ତାମିଲନାଡୁ ନେଇ ଯାଇଥିଲା। ସେଠାରେ  ଚାଷ ଜମିରେ […]

dadan-labour

dadan-labour

Tapaswini Nayak
  • Published: Friday, 26 July 2019
  • Updated: 26 July 2019, 01:39 PM IST

Sports

Latest News

ଫୁଲବାଣୀ (ତ୍ରିନାଥ ସାହୁ): ତାମିଲନାଡ଼ୁରୁ ୪ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ଘର କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳରେ। କନ୍ଧମାଳ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ତାମିଲନାଡ଼ୁ ପୁଲିସ୍‌ ସହାୟତାରେ ଏହି ଶ୍ରମିକମାନଙ୍କୁ ଉଦ୍ଧାର କରିଛି। କନ୍ଧମାଳ ଏସ୍‌ପି ପ୍ରତୀକ ସିଂହ ଏନେଇ ସୂଚନା ଦେଇଛନ୍ତି।

ଉଦ୍ଧାର ଶ୍ରମିକକମାନେ ହେଲେ ବଣ୍ଟି ଦିଗାଲ, ଲିଟୁ ନାୟକ, ପିଣ୍ଟୁ ଦିଗାଲ ଓ ରାଜୁ ସାହୁ।

ଏମାନଙ୍କୁ ଜଣେ ଦଲାଲ ପ୍ରଲୋଭନ ଦେଖାଇ ତାମିଲନାଡୁ ନେଇ ଯାଇଥିଲା। ସେଠାରେ  ଚାଷ ଜମିରେ ସେମାନଙ୍କୁ କାମ କରିବାକୁ ବାଧ୍ୟ କରୁଥିଲା। ତେବେ ସେମାନେ ରାଜି ନ ହେବାରୁ ସେମାନଙ୍କୁ ନିର୍ଯାତନା ଦିଆଯାଇଥିଲା। ଏନେଇ ଏହି ଶ୍ରମିକମାନେ ସେମାନଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ କନ୍ଧମାଳ ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ।

ଏସ୍‌ପି ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ତାମିଲନାଡରୁ ୪ଜଣ ଶ୍ରମିକଙ୍କୁ ଉଦ୍ଧାର କରିଥିଲେ। ଶ୍ରମିକମାନଙ୍କୁ ଅଟକ ରଖିଥିବା ଅଭିଯୁକ୍ତମାନଙ୍କୁ ତାମିଲନାଡ଼ୁ ପୁଲିସ ଅଟକ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story