ସରିଲା ଜିଲ୍ଲାପାଳ ସମ୍ମିଳନୀ: ଫୋକସରେ 4-T

ଭୁବନେଶ୍ୱର: ଭୁବନେଶ୍ୱର ଚାଲିଥିବା ଜିଲ୍ଲାପାଳ କର୍ମଶାଳାର ଆଜି ଉଦ୍‌ଯାପିତ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଚତୁର୍ଥ ଥ୍ରୀ-Tକୁ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ। ସେ କହିଥିଲେ,“ଏବେ ଲୋକାଭିମୁଖୀ କାର୍ଯ୍ୟ ପାଇଁ ଚତୁର୍ଥ-T ଅର୍ଥାତ ଟ୍ରାନ୍ସଫର୍ମେସନ୍ ସାମିଲ ହେଲା। କର୍ମଶାଳାରେ ଯାହା ଭଲ ପରାମର୍ଶ ଆସିଛି ତାହା କାର୍ଯ୍ୟକାରୀ କରାଯିବ।” ଜିଲ୍ଲାପାଳଙ୍କୁ ସାହସିକ ପଦକ୍ଷେପ ନେବା ପାଇଁ ଆହ୍ୱାନ ଦେଇ ନବୀନ କହିଛନ୍ତି,“ଲୋକଙ୍କ ସୁବିଧା ପାଇଁ ଜିଲ୍ଲାପାଳମାନେ ସାହସିକ ପଦକ୍ଷେପ ନିଅନ୍ତୁ। ଏ କ୍ଷେତ୍ରରେ […]

collecter

collecter

Rakesh Mallick
  • Published: Tuesday, 13 June 2017
  • Updated: 13 June 2017, 06:25 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ଚାଲିଥିବା ଜିଲ୍ଲାପାଳ କର୍ମଶାଳାର ଆଜି ଉଦ୍‌ଯାପିତ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଚତୁର୍ଥ ଥ୍ରୀ-Tକୁ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ।

ସେ କହିଥିଲେ,“ଏବେ ଲୋକାଭିମୁଖୀ କାର୍ଯ୍ୟ ପାଇଁ ଚତୁର୍ଥ-T ଅର୍ଥାତ ଟ୍ରାନ୍ସଫର୍ମେସନ୍ ସାମିଲ ହେଲା। କର୍ମଶାଳାରେ ଯାହା ଭଲ ପରାମର୍ଶ ଆସିଛି ତାହା କାର୍ଯ୍ୟକାରୀ କରାଯିବ।”

ଜିଲ୍ଲାପାଳଙ୍କୁ ସାହସିକ ପଦକ୍ଷେପ ନେବା ପାଇଁ ଆହ୍ୱାନ ଦେଇ ନବୀନ କହିଛନ୍ତି,“ଲୋକଙ୍କ ସୁବିଧା ପାଇଁ ଜିଲ୍ଲାପାଳମାନେ ସାହସିକ ପଦକ୍ଷେପ ନିଅନ୍ତୁ। ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ସମର୍ଥନ ଦିଆଯିବ।”

ସେ କହିଛନ୍ତି,“୧୬-୧୭ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଭଲ କାମ ହୋଇଛି। ସାରା ଦେଶରେ ଯେତିକି ଘର ହୋଇଛି ସେଥିରୁ ଓଡ଼ିଶାରେ ୬୦ ପ୍ରତିଶତ।”

ଏହି ଅବସରରେ ଭଲ ୧୬-୧୭ ଆର୍ଥିକ ବର୍ଷରେ ଗୃହ ନିର୍ମାଣ ପାଇଁ ୩ ଜିଲ୍ଲା ସମ୍ବଲପୁର, ସୁନ୍ଦରଗଡ଼ ଓ ମୟୂରଭଞ୍ଜକୁ ପୁରସ୍କାର ଦିଆଯାଇଛି। ହାରାହାରି ଭଲ କାମ ପାଇଁ ଏହି ୩ ଜିଲ୍ଲାକୁ ପୁରସ୍କୃତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story