ଅଜବ ପରମ୍ପରା; ‘ବେଙ୍ଗ ନାଚିଲେ ବର୍ଷା ହେବ’

ଆଠଗଡ଼(ନୀଳକଣ୍ଠ ଦୋରା): ମଣିଷ ମଙ୍ଗଳ ଗ୍ରହରେ ପହଞ୍ଚି ସାରିଲାଣି। ଚନ୍ଦ୍ରପୃଷ୍ଠରେ ଘର କରିବାର ସ୍ୱପ୍ନ ଦେଖିଲାଣି। ହେଲେ ଏବେ ବି କିଛି ଅନ୍ଧ ବିଶ୍ୱାସ ଓ ପୁରୁଣା ପରମ୍ପରାରେ ବୁଡ଼ି ରହିଛି । ନିଜର ଭାଗ୍ୟ ଭବିଷ୍ୟତକୁ ନେଇ ଅଜବ ବିଶ୍ୱାସରେ ଛନ୍ଦି ହୋଇ ପଡ଼ିଥିବା ମଣିଷ ସେଥିରୁ ମୁକୁଳି ପାରୁନି। ଏକବିଂଶ ଶତାବ୍ଦୀରେ ମଧ୍ୟ ସେମିତି କିଛି ଅଦ୍ଭୁତ ଓ କୁତ୍ସିତ ପରମ୍ପରା ବଞ୍ଚିରହିଛି। ଯେପରି ବର୍ଷା ନ ହେଲେ ଏକ ବେଙ୍ଗ ଧରି ଆଣି […]

fog0000

fog0000

Tapaswini Nayak
  • Published: Thursday, 23 July 2020
  • Updated: 23 July 2020, 12:39 PM IST

Sports

Latest News

ଆଠଗଡ଼(ନୀଳକଣ୍ଠ ଦୋରା): ମଣିଷ ମଙ୍ଗଳ ଗ୍ରହରେ ପହଞ୍ଚି ସାରିଲାଣି। ଚନ୍ଦ୍ରପୃଷ୍ଠରେ ଘର କରିବାର ସ୍ୱପ୍ନ ଦେଖିଲାଣି। ହେଲେ ଏବେ ବି କିଛି ଅନ୍ଧ ବିଶ୍ୱାସ ଓ ପୁରୁଣା ପରମ୍ପରାରେ ବୁଡ଼ି ରହିଛି । ନିଜର ଭାଗ୍ୟ ଭବିଷ୍ୟତକୁ ନେଇ ଅଜବ ବିଶ୍ୱାସରେ ଛନ୍ଦି ହୋଇ ପଡ଼ିଥିବା ମଣିଷ ସେଥିରୁ ମୁକୁଳି ପାରୁନି। ଏକବିଂଶ ଶତାବ୍ଦୀରେ ମଧ୍ୟ ସେମିତି କିଛି ଅଦ୍ଭୁତ ଓ କୁତ୍ସିତ ପରମ୍ପରା ବଞ୍ଚିରହିଛି। ଯେପରି ବର୍ଷା ନ ହେଲେ ଏକ ବେଙ୍ଗ ଧରି ଆଣି ତା’ ଗୋଡ଼ରେ ସୂତା ବାନ୍ଧି ଗାଁ ଦାଣ୍ଡରେ ନଚାଇଲେ ବର୍ଷା ହୁଏ ବୋଲି ଗାଁ ଲୋକଙ୍କର ବିଶ୍ୱାସ ରହିଛି। ଏଭଳି ଅଜବ ପରମ୍ପରା କୌଣସି ବାହାର ରାଜ୍ୟରେ ନୁହେଁ ଖୋଦ୍ ଆମ ଓଡ଼ିଶାରେ ଦେଖିବାକୁ ମିଳିଛି।

କଟକ ଜିଲ୍ଲା ଆଠଗଡ ବ୍ଲକ ଧାଇପୁର ଗ୍ରାମ ପଞ୍ଚାୟତ ଅଧୀନ ଗଦାଧରପୁର ଗାଁ ଲୋକେ ଏହି ଅଜବ ପରମ୍ପରାକୁ ବିଶ୍ୱାସ କରୁଛନ୍ତି। ଏହି ଗାଁରେ ଯେଉଁ ବର୍ଷ କମ୍ ବର୍ଷା ହୋଇଥାଏ, ଗ୍ରାମବାସୀ ଏକ ବେଙ୍ଗ ଆଣି ତା’ ଗୋଡରେ ସୂତା ବାନ୍ଧି ତାକୁ ଗାଁ ଦାଣ୍ଡରେ ନଚାଇଥାନ୍ତି। ଏହାସହ ଗାଁର କିଛି ଯୁବକ ଗାଁ ଦାଣ୍ଡରେ ପାଣି ଢ଼ାଳି ତା’ ଉପରେ ଗଡ଼ି ଥାନ୍ତି। ଏହା କରିବା ଦ୍ୱାରା ଇନ୍ଦ୍ରଦେବତା ସନ୍ତୁଷ୍ଟ ହୋଇଥାନ୍ତି, ଗାଁରେ ବର୍ଷା ହୋଇଥାଏ ଓ ଚାଷ ମଧ୍ୟ ଭଲ ହୋଇଥାଏ ବୋଲି ଗ୍ରାମବାସୀ ବିଶ୍ୱାସ କରିଥାନ୍ତି।
ଏଥର ଗଦାଧରପୁର ଗାଁରେ କମ୍ ବର୍ଷା ହୋଇଥିବାରୁ ଗାଁ ଲୋକେ ଏକ ବେଙ୍ଗକୁ ଧରି ଆଣି ଗୋଡ଼ରେ ସୂତା ବାନ୍ଧି ତାକୁ ନଚାଇଥିଲେ। ଏହାସହ କିଛି ଯୁବକ ଗାଁ ଦାଣ୍ଡରେ ପାଣି ଢ଼ାଳି ଗଡ଼ିଥିଲେ।

ସୂଚନାଯୋଗ୍ୟ, ଏଥର ରାଜ୍ୟରେ ଚଳିତ ବର୍ଷ ୧୧ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଛି। ୧୦ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଥିବା ବେଳେ ପୁରୀ ଜିଲ୍ଲାରେ ଅତି କମ୍ ବର୍ଷା ହୋଇଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତକାଲି ସୂଚନା ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story