ଆଉ ଟୋଲ ଗେଟ୍‌ରେ ଘଣ୍ଟାଘଣ୍ଟା ଛିଡ଼ା ହେବାକୁ ପଡ଼ିବନି, ଆସୁଛି ନୂଆ ନିୟମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଡିସେମ୍ବର ପହିଲାରୁ ଦେଶର ସବୁ ଟୋଲ୍ ପ୍ଲାଜାରେ ଲାଗୁ ହେବାକୁ ଯାଉଛି ଓ୍ୱାନ୍ ନେସନ୍- ଓ୍ୱାନ୍ ଫାଷ୍ଟଟ୍ୟାଗ୍ ବ୍ୟବସ୍ଥା। ଟୋଲ ଆଦାୟକୁ ଇଲେକ୍ଟ୍ରୋନିକ୍ସ ପେମେଣ୍ଟ ମାଧ୍ୟମରେ କରିବା, ଟୋଲ୍ ଫି ଆଦାୟରେ ସ୍ୱଚ୍ଛତା ଓ ଅଯଥା ଟ୍ରାଫିକ୍ ଭିଡ଼ରୁ ମୁକ୍ତି ପାଇଁ କେନ୍ଦ୍ର ସରକାର ଏହି ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି। ଜାତୀୟ ରାଜପଥ ସହ ରାଜ୍ୟ ରାଜପଥରେ ମଧ୍ୟ ଏହି ବ୍ୟବସ୍ଥା ଲାଗୁ କରିବାକୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ରାଜ୍ୟମାନଙ୍କୁ […]

to

to

Hemant Lenka
  • Published: Saturday, 05 October 2019
  • Updated: 05 October 2019, 10:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଡିସେମ୍ବର ପହିଲାରୁ ଦେଶର ସବୁ ଟୋଲ୍ ପ୍ଲାଜାରେ ଲାଗୁ ହେବାକୁ ଯାଉଛି ଓ୍ୱାନ୍ ନେସନ୍- ଓ୍ୱାନ୍ ଫାଷ୍ଟଟ୍ୟାଗ୍ ବ୍ୟବସ୍ଥା। ଟୋଲ ଆଦାୟକୁ ଇଲେକ୍ଟ୍ରୋନିକ୍ସ ପେମେଣ୍ଟ ମାଧ୍ୟମରେ କରିବା, ଟୋଲ୍ ଫି ଆଦାୟରେ ସ୍ୱଚ୍ଛତା ଓ ଅଯଥା ଟ୍ରାଫିକ୍ ଭିଡ଼ରୁ ମୁକ୍ତି ପାଇଁ କେନ୍ଦ୍ର ସରକାର ଏହି ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି। ଜାତୀୟ ରାଜପଥ ସହ ରାଜ୍ୟ ରାଜପଥରେ ମଧ୍ୟ ଏହି ବ୍ୟବସ୍ଥା ଲାଗୁ କରିବାକୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ରାଜ୍ୟମାନଙ୍କୁ ଚିଠି ଲେଖିଛନ୍ତି। ଆସନ୍ତା ୧୪ରେ ଦିଲ୍ଲୀରେ ଏନେଇ ଏକ ବସିବ ବୈଠକ।

ଟୋଲ ଗେଟ୍‌ରେ ଫି’ ଆଦାୟ ହେଉଥିବାରୁ କାର୍ ଓ ବସ୍ ଭଳି ହେଭିୱେଟ ଗାଡ଼ିଗୁଡ଼ିକ ଦୀର୍ଘ ସମୟ ଧରି ଲମ୍ବା ଲାଇନ୍‌ରେ ଛିଡ଼ା ହେଉଛନ୍ତି। ଉଦାହରଣ ସ୍ୱରୂପ ପିପିଲି ଟୋଲ୍ ପ୍ଲାଜାର ସବୁଦିନିଆ ଦୃଶ୍ୟକୁ ନିଆଯାଇ ପାରେ। ଏହି ଟୋଲ୍ ପ୍ଲାଜା ଦେଇ ପୁରୀକୁ ପ୍ରତିଦିନ ହଜାର ହଜାର ଗାଡ଼ି ଯାତାୟାତ କରୁଛନ୍ତି। ହେଲେ ଟୋଲ୍ ଫି ଦେବାପାଇଁ ଗାଡ଼ିଗୁଡ଼ିକ ଅନେକ ସମୟ ଧରି ଲାଇନ୍‌ରେ ଅପେକ୍ଷା କରୁଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି।

ସେହିପରି ସମ୍ବଲପୁର-ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ୍ ୱେରେ ମଧ୍ୟ ସମାନ ଅବସ୍ଥା। ଶାସନଠାରେ ଥିବା ଟୋଲଗେଟ୍‌ରେ ଭିଡ଼ ଯୋଗୁ ଟୋଲ୍ ଫି ଦେବାରେ ଲୋକଙ୍କ ବହୁତ ସମୟ ଯାଉଛି। ରାଜ୍ୟରେ ଥିବା ଅନେକ ଟୋଲ୍ ଗେଟେରେ ବି ଏଭଳି ଅବସ୍ଥା।

ଏସବୁ ସମସ୍ୟାକୁ ଆଖି ଆଗରେ ରଖି ନ୍ୟାସନାଲ୍ ଇଲେକ୍ଟ୍ରୋନିକ୍ସ ଟୋଲ୍ କଲେକସନ୍ ବା ଏନଇଟିସି ବ୍ୟବସ୍ଥା ଲାଗୁ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଡିସେମ୍ବର ପହିଲାରୁ ସାରା ଦେଶରେ ଲାଗୁ ହେବାକୁ ଥିବା ଏହି ବ୍ୟବସ୍ଥାରେ ଫାଷ୍ଟ ଟ୍ୟାଗ୍ ମାଧ୍ୟମରେ ଇଲେକ୍ଟ୍ରୋନିକ୍ସ ପେମଣ୍ଟ ହେବ।

ଏବେ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତରପ୍ରଦଶେ ଓ ହାଇଦ୍ରାବାଦର ୩୯ଟି ଟୋଲ ପ୍ଲାଜାରେ ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ଟୋଲ୍ ଫି ଆଦାୟରେ ସ୍ୱଚ୍ଛତା, ଅଯଥା ସମୟ ନଷ୍ଟ ନକରିବା, ଟୋଲ୍ ଆଦାୟ ବେଳେ ଗଣ୍ଡଗୋଳକୁ ରୋକିବା ତଥା ମାନୁଆଲ କାମ ବନ୍ଦ କରିବାକୁ ଏହି ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି। ଜାତୀୟ ରାଜପଥରେ ଏହାକୁ ଲାଗୁ ହେବାକୁ ଥିବାବେଳେ ରାଜ୍ୟ ରାଜପଥରେ ଥିବା ଟୋଲ୍ ପ୍ଲାଜାରେ ବି ସମାନ ବ୍ୟବସ୍ଥା ଲାଗୁ କରିବାକୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଚିଠି ଲେଖିଛନ୍ତି।

ଏନେଇ ଆସନ୍ତା ୧୪ ତାରିଖରେ ଦିଲ୍ଲୀରେ ବୈଠକ ବସୁଛି। ରାଜ୍ୟ ସରକାର ଏଥିରେ ନିଜ ମତ ରଖିବା ସହ କେନ୍ଦ୍ର ସରକାର ଏକ୍ଷେତ୍ରରେ କି କି ସହାୟତା କରିବେ ସେ ବିଷୟରେ କହିବେ। ନୂଆ ବ୍ୟବସ୍ଥା ଲାଗୁ କରିବାକୁ କେନ୍ଦ୍ର ସରକାର ମାଇଁ ଫାଷ୍ଟ ଟ୍ୟାଗ୍ ମୋବାଇଲ୍ ଆପ୍, ଟୋଲ୍ ଫ୍ରି ନମ୍ବର, ବାହନ୍ ଇଣ୍ଟିଗ୍ରେସନ୍ ଭଳି ପଦକ୍ଷେପ ନେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story