ଲେଉଟିଲା ଇଚ୍ଛାଧୀନ କୋଟା ମାମଲା: ୭ ଦିନ ଭିତରେ ରିପୋର୍ଟ ଦେବାକୁ ତାଗିଦ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଚ୍ଛାଧୀନ କୋଟା କେଳେଙ୍କାରୀକୁ ନେଇ ବିଡିଏ, ସିଡିଏ ଓ ହାଉସିଂ ବୋର୍ଡକୁ ସାଧାରଣ ପ୍ରଶାସନ ବିଭାଗ ତାଗିଦ କରିଛି। ଘର ଓ ପ୍ଲଟ୍‌ ବଣ୍ଟନରେ ଅନିୟମିତତା ନେଇ ତାରା ଦତ୍ତ କମିଟି କରିଥିବା ସୁପାରିସକୁ କେତେ କାର୍ଯ୍ୟକାରୀ କରାଯାଇଛି, ତାହା ଜଣାଇବା ପାଇଁ ଲାଗି ସାଧାରଣ ପ୍ରଶାସନ ବିଭାଗ ନିର୍ଦ୍ଦେଶ ଦେଇଛି। ୭ ଦିନ ଭିତରେ ରିପୋର୍ଟ ଦେବାକୁ ଚିଠିରେ ନିର୍ଦ୍ଦେଶ ରହିଛି। ପୂର୍ବରୁ ମଧ୍ୟ ଆକ୍‌ସନ୍ ଟେକେନ୍ ରିପୋର୍ଟ ନେଇ ବିଡିଏ, […]

Ga department seeks action taken report on allotment of dq houses and plots

Rakesh Mallick
  • Published: Friday, 27 July 2018
  • Updated: 27 July 2018, 08:52 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଚ୍ଛାଧୀନ କୋଟା କେଳେଙ୍କାରୀକୁ ନେଇ ବିଡିଏ, ସିଡିଏ ଓ ହାଉସିଂ ବୋର୍ଡକୁ ସାଧାରଣ ପ୍ରଶାସନ ବିଭାଗ ତାଗିଦ କରିଛି। ଘର ଓ ପ୍ଲଟ୍‌ ବଣ୍ଟନରେ ଅନିୟମିତତା ନେଇ ତାରା ଦତ୍ତ କମିଟି କରିଥିବା ସୁପାରିସକୁ କେତେ କାର୍ଯ୍ୟକାରୀ କରାଯାଇଛି, ତାହା ଜଣାଇବା ପାଇଁ ଲାଗି ସାଧାରଣ ପ୍ରଶାସନ ବିଭାଗ ନିର୍ଦ୍ଦେଶ ଦେଇଛି। ୭ ଦିନ ଭିତରେ ରିପୋର୍ଟ ଦେବାକୁ ଚିଠିରେ ନିର୍ଦ୍ଦେଶ ରହିଛି।

ପୂର୍ବରୁ ମଧ୍ୟ ଆକ୍‌ସନ୍ ଟେକେନ୍ ରିପୋର୍ଟ ନେଇ ବିଡିଏ, ସିଡିଏ ଓ ହାଉସିଂ ବୋର୍ଡକୁ ସାଧାରଣ ପ୍ରଶାସନ ବିଭାଗ ରିପୋର୍ଟ ମାଗିଥିଲା। ହେଲେ ଆଶ୍ଚର୍ଯ୍ୟର ବିଷୟ, ୩ ମାସ ବିତିଯାଇଥିଲେ ମଧ୍ୟ ଏଯାଏଁ କୌଣସି ଉତ୍ତର ମିଳିନଥିବାରୁ ବିଭାଗ ତାଗିଦ କରି ପୁଣି ଥରେ ଚିଠି ଲେଖିଛି। ରିପୋର୍ଟ ମିଳିବା ପରେ ମୁଖ୍ୟ ଶାସନ ସଚିବ ଏନେଇ ସମୀକ୍ଷା କରିବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

ବହୁ ପ୍ରଭାବଶାଳୀ ବ୍ୟକ୍ତି, ନେତା ଓ ଅଫିସର ଇଚ୍ଛାଧୀନ କୋଟାରେ ଏକାଧିକ ପ୍ଲଟ୍‌ ଓ ଫ୍ଲାଟ୍ ହାତେଇଥିଲେ। ତେବେ ଏହାକୁ ନେଇ ବିବାଦ ଦେଖାଦେବା ପରେ ତାରା ଦତ୍ତ କମିଟି ଅଭିଯୋଗର ତଦନ୍ତ କରିବା ସହ ବେଆଇନ ଆବଣ୍ଟନକୁ ରଦ୍ଦ ଲାଗି ସୁପାରିସ କରିଥିଲେ। ଏହାକୁ କ୍ୟାବିନେଟ ଅନୁମୋଦନ କରିବାର ପ୍ରାୟ ୪ ବର୍ଷ ପରେ ଏଯାଏଁ ମାତ୍ର ୪ଟି ଇଚ୍ଛାଧୀନ କୋଟା ବାତିଲ ହୋଇଥିବା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story