୧୦ନଂ ଜାତୀୟ ରାଜପଥ ସଂପ୍ରସାରଣ ବେଳେ ବେଆଇନ ଗଛ କଟା; କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏନ୍‌ଜିଟିର ନୋଟିସ

କଟକ/ସମ୍ବଲପୁର/ରାଉରକେଲା: ୧୦ ନଂ ଜାତୀୟ ରାଜପଥର ସମ୍ବଲପୁର-ରାଉରକେଲା ମଧ୍ୟରେ ୧୬୨ କିଲୋମିଟର ରାସ୍ତାର ସଂପ୍ରସାରଣ ସମୟରେ ଜଙ୍ଗଲ ବିଭାଗ ଅନୁମତି ବିନା ଶହ ଶହ ଗଛ କଟାଯିବା ପ୍ରସଙ୍ଗରେ ଜାତୀୟ ଗ୍ରୀନ୍‌ ଟ୍ରିବୁନାଲ(ଏନ୍‌.ଜି.ଟି) ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛି। ରାଜପଥର ସଂପ୍ରସାରଣରେ ଜଙ୍ଗଲ ସଂରକ୍ଷଣ ଆଇନ ୧୯୮୦ର ଉଲ୍ଲଂଘନ ଓ ଗଛ କଟା ଯିବା ସଂକ୍ରାନ୍ତରେ ଅଭିଯୋଗ ହେବା ପରେ ଏହି ନୋଟିସ ଦେଇଛନ୍ତି ଏନ୍‌ଜିଟି। ଏ ସଂକ୍ରାନ୍ତରେ ସୁନ୍ଦରଗଡ ଲିଆଙ୍ଗ […]

national green-panel

national green-panel

Rakesh Mallick
  • Published: Tuesday, 22 March 2016
  • Updated: 22 March 2016, 03:14 PM IST

Sports

Latest News

କଟକ/ସମ୍ବଲପୁର/ରାଉରକେଲା: ୧୦ ନଂ ଜାତୀୟ ରାଜପଥର ସମ୍ବଲପୁର-ରାଉରକେଲା ମଧ୍ୟରେ ୧୬୨ କିଲୋମିଟର ରାସ୍ତାର ସଂପ୍ରସାରଣ ସମୟରେ ଜଙ୍ଗଲ ବିଭାଗ ଅନୁମତି ବିନା ଶହ ଶହ ଗଛ କଟାଯିବା ପ୍ରସଙ୍ଗରେ ଜାତୀୟ ଗ୍ରୀନ୍‌ ଟ୍ରିବୁନାଲ(ଏନ୍‌.ଜି.ଟି) ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛି।

ରାଜପଥର ସଂପ୍ରସାରଣରେ ଜଙ୍ଗଲ ସଂରକ୍ଷଣ ଆଇନ ୧୯୮୦ର ଉଲ୍ଲଂଘନ ଓ ଗଛ କଟା ଯିବା ସଂକ୍ରାନ୍ତରେ ଅଭିଯୋଗ ହେବା ପରେ ଏହି ନୋଟିସ ଦେଇଛନ୍ତି ଏନ୍‌ଜିଟି।

ଏ ସଂକ୍ରାନ୍ତରେ ସୁନ୍ଦରଗଡ ଲିଆଙ୍ଗ ଗାଁର ଦୁର୍ଗା କିଷାନ୍‌ କରିଥିବା ଆବେଦନକୁ ଗ୍ରହଣ କରି ଗତ ମଙ୍ଗଳବାର ଟ୍ରିବ୍ୟୁନାଲର କୋଲକାତା ବେଞ୍ଚ ଉଭୟ କେନ୍ଦ୍ର ଓ ରାଜ୍ୟ ପରିବେଶ ସଚିବ, ପିସିସିଏଫ୍‌ ଓଡ଼ିଶା, ରାଉରକେଲା ଡିଏଫ୍‌ଓ, ସୁନ୍ଦରଗଡ ଆର ଆଣ୍ଡ୍‌ ବି ଯନ୍ତ୍ରୀଙ୍କୁ ଏହି ନୋଟିସ୍‌ ଜାରି କରିଛନ୍ତି।

ଏନେଇ ଏନ୍‌ଜିଟିର ଓକିଲ ଶଙ୍କର ପ୍ରସାଦ ପାଣି କହିଛନ୍ତି,“୧୦ ନମ୍ବର ଜାତୀୟ ରାଜପଥ ବେଳେ ଗଛକଟାକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନୋଟିସ ହୋଇଛି। ୩ ସପ୍ତାହ ମଧ୍ୟରେ ଏନେଇ ଆକ୍ସନ ରିପୋର୍ଟ ଓ ଷ୍ଟାଟସ୍‌ ରିପୋର୍ଟ ଦେବାକୁ ରାଜ୍ୟ ଓ କେନ୍ଦ୍ର ଜଙ୍ଗଲ ବିଭାଗଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଛି।”

ରାଉରକେଲା ଡିଏଫ୍‌ଓ ସଞ୍ଜୀତ କୁମାର କହିଛନ୍ତି,“ଜାତୀୟ ରାଜପଥ ନିର୍ମାଣ ବେଳେ କିଛି ଗଛ କଟାଯାଏ। ମୋଟ ଜଙ୍ଗଲ ଜମିରେ ୪୪୫ଟି ଗଛ ରହିଥିବା ବେଳେ ଅଣ ଜଙ୍ଗଲ ଜମିରେ ୨୭୦୦ରୁ ଅଧିକ ଗଛ ରହିଛି। ଏହି ଗଛ ସବୁ ସରକାରଙ୍କ ଅନୁମତିରେ କଟା ଯାଇଛି।”

ଏନେଇ ପରିବେଶବିତ୍‌ ରଞ୍ଜନ କୁମାର ପଣ୍ଡା କହିଛନ୍ତି,“ରାଜ୍ୟରେ ଏବେ ଯେପରି ଗ୍ରୀଷ୍ମ ପ୍ରଭାବ ହେଲାଣି ଏହି ଦୃଷ୍ଟିରୁ ଜାତୀୟ ରାଜପଥ କଡରୁ ଗଛ କଟାଯିବା ଏକ ଧର୍ତବ୍ୟ ଅପରାଧ। ଏବେ ଟେକ୍ନୋଲୋଜି ବହୁ ଆଗକୁ ଗଲାଣି। ଏହି ଟେକ୍ନୋଲୋଜିକୁ ବ୍ୟବହାର କରି ମଧ୍ୟମ ଓ ଛୋଟ ଗଛକୁ ପୁନଃରୋପଣ କରାଯାଇପାରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story