କାର୍‌-ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍‌ର ବାରଘଲା ଛକ୍‌ରେ ଆଜି ଏକ କାର୍ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ତିନି ଜଣଙ୍କ ମୃତ୍ୟୁ ଘଟିଛି। ତିନି ଜଣ ଯାକ ବାଇକ୍‌ ଆରୋହୀ। ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଆଉ ଜଣେ ପାରଳାଖେମୁଣ୍ଡି ଡାକ୍ତରଖାନାରେ ପ୍ରାଣ ହରାଇଥିଲେ। ମୃତକମାନେ ରାୟଗଡ଼ ବ୍ଲକ୍ ନାରଣପୁର ଗାଁର। ସେମାନେ ହେଲେ ରିକି ଭୂୟାଁ, ନିରଞ୍ଜନ ଭୂୟାଁ ଓ ରୋହିତ ପ୍ରଧାନ। ସେମାନେ ଗଣ୍ଡାହାତୀ ଜଳପ୍ରପାତ ଦେଖିବାକୁ ଯାଇଥିଲେ। […]

accident

accident

Rakesh Mallick
  • Published: Sunday, 29 January 2017
  • Updated: 29 January 2017, 07:36 PM IST

Sports

Latest News

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍‌ର ବାରଘଲା ଛକ୍‌ରେ ଆଜି ଏକ କାର୍ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ତିନି ଜଣଙ୍କ ମୃତ୍ୟୁ ଘଟିଛି। ତିନି ଜଣ ଯାକ ବାଇକ୍‌ ଆରୋହୀ। ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଆଉ ଜଣେ ପାରଳାଖେମୁଣ୍ଡି ଡାକ୍ତରଖାନାରେ ପ୍ରାଣ ହରାଇଥିଲେ।

ମୃତକମାନେ ରାୟଗଡ଼ ବ୍ଲକ୍ ନାରଣପୁର ଗାଁର। ସେମାନେ ହେଲେ ରିକି ଭୂୟାଁ, ନିରଞ୍ଜନ ଭୂୟାଁ ଓ ରୋହିତ ପ୍ରଧାନ। ସେମାନେ ଗଣ୍ଡାହାତୀ ଜଳପ୍ରପାତ ଦେଖିବାକୁ ଯାଇଥିଲେ। ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ଏହି ଦୁର୍ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ କିଛି ସମୟ ପାଇଁ ରାସ୍ତାରୋକ କରିବାରୁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story