ଗଜପତି: ଖୋଲିନି ମଣ୍ଡି, ଆନ୍ଧ୍ର ବ୍ୟବସାୟୀଙ୍କୁ କମ ମୂଲ୍ୟରେ ଧାନ ବିକୁଛନ୍ତି ଚାଷୀ

ଗଜପତି: ମରୁଡ଼ି ପରେ ଏବେ ମଣ୍ଡି ଖୋଲି ନ ଥିବାରୁ ଚାଷୀଙ୍କ ସମସ୍ୟା ବଢିଯାଇଛି। ଏପରି ସ୍ଥିତି ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ। ମଣ୍ଡି ଖୋଲି ନ ଥିବାରୁ ଜିଲ୍ଲାର ଚାଷୀ ବାଧ୍ୟ ହୋଇ ପଡୋଶୀ ଆନ୍ଧ୍ରର ବ୍ୟବସାୟୀଙ୍କୁ କମ୍ ଦାମରେ ଧାନ ବିକ୍ରି କରିଦେଉଥିବା ଅଭିଯୋଗ ହେଉଛି। ସେହିପରି ଚାଷୀ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ରାଜନୀତି ଜାରି ରହିଛି। ଏହି ପ୍ରସଙ୍ଗକୁ ନେଇ ପୁଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଉତ୍କଟ […]

dhana

dhana

Rakesh Mallick
  • Published: Sunday, 20 December 2015
  • Updated: 20 December 2015, 05:48 PM IST

Sports

Latest News

ଗଜପତି: ମରୁଡ଼ି ପରେ ଏବେ ମଣ୍ଡି ଖୋଲି ନ ଥିବାରୁ ଚାଷୀଙ୍କ ସମସ୍ୟା ବଢିଯାଇଛି। ଏପରି ସ୍ଥିତି ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ। ମଣ୍ଡି ଖୋଲି ନ ଥିବାରୁ ଜିଲ୍ଲାର ଚାଷୀ ବାଧ୍ୟ ହୋଇ ପଡୋଶୀ ଆନ୍ଧ୍ରର ବ୍ୟବସାୟୀଙ୍କୁ କମ୍ ଦାମରେ ଧାନ ବିକ୍ରି କରିଦେଉଥିବା ଅଭିଯୋଗ ହେଉଛି। ସେହିପରି ଚାଷୀ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ରାଜନୀତି ଜାରି ରହିଛି। ଏହି ପ୍ରସଙ୍ଗକୁ ନେଇ ପୁଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଉତ୍କଟ ମରୁଡ଼ି ଭାଙ୍ଗି ଦେଇଛି ଚାଷୀଙ୍କ ମେରୁଦଣ୍ଡ। ଫସଲହାନିକୁ ନେଇ ଚାଷୀ ଚିନ୍ତାରେ ଥିବା ବେଳେ ଜିଲ୍ଲାର ଚାଷୀଙ୍କ ପାଇଁ ବେଡ଼ି ଉପରେ କୋରଡ଼ା ଭଳି ହୋଇଛି ମଣ୍ଡି ନ ଖୋଳିବା। ଓଡ଼ିଶା ଅପେକ୍ଷା ଆନ୍ଧ୍ରରେ ଧାନ ଦର କ୍ୱିଣ୍ଟାଲ ପିଛା ୩ ଶହ ଟଙ୍କା କମ୍ ଥିଲେ ବି ଅନ୍ୟ ଉପାୟ ନ ଥିବାରୁ ସେମାନେ ବାଧ୍ୟ ହୋଇ ବିକ୍ରି କରୁଥିବା କହିଛନ୍ତି। ଜିଲ୍ଲାରେ ଶୀଘ୍ର ମଣ୍ଡି ଖୋଲାଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ଭକ୍ତ ନାୟକ କହିଛନ୍ତି।

ଅନ୍ୟପକ୍ଷେ ଚାଷୀ ଆତ୍ମହତ୍ୟାକୁ ନେଇ ରାଜନୀତି ଥମିବାର ନାଁ ନେଉନାହିଁ। ଏହି ପ୍ରସଙ୍ଗରେ ଆଜି ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଫସଲହାନି ଓ ଋଣଭାର ଯୋଗୁ ଚାଷୀ ଆତ୍ମହତ୍ୟା କରିଥିବା ରାଜ୍ୟ ସରକାର ମାନିବାକୁ ପ୍ରସ୍ତୁତ ନ ଥିବାରୁ ଜଣେ ସିଟିଂ ଜଜଙ୍କ ନେତୃତ୍ୱରେ କମିଟି କରି ଏହାର ଯାଞ୍ଚ କରାଇବାକୁ ସେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story