ଶ୍ରୀଜିଉଙ୍କୁ ଦର୍ଶନ କଲେ ଗଜପତିଙ୍କ ପରିବାର

ପୁରୀ (ଓଡ଼ିଶା ରିପୋର୍ଟର): ଗତକାଲି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ ଓ ତାଙ୍କ ପରିବାର। ଗଜପତି ମହାରାଜଙ୍କ ସହ ତାଙ୍କ ଝିଅ, ଜ୍ୱାଇଁ, ନାତୁଣୀ, ସମୁଦି ଓ ସମୁଦୁଣୀ ଦକ୍ଷିଣ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ଯାଇଥିଲେ। ପ୍ରଥମେ ସେମାନେ ବଟ ଗଣେଶଙ୍କୁ ଦର୍ଶନ କରିବା ପରେ ଗରୁଡ଼ ସ୍ତମ୍ଭ ଦେଇ ରତ୍ନ ସିଂହାସନ ନିକଟକୁ ଯାଇଥିଲେ। ସେଠାରେ ବଡ଼ଠାକୁର ବଳଭଦ୍ର ଓ ପରେ ଶ୍ରୀଜଗନ୍ନାଥ ଏବଂ ମା ସୁଭଦ୍ରାଙ୍କୁ ଦର୍ଶନ କରିଥିଲେ। ପରମ୍ପରା […]

puri9

puri9

Tapaswini Nayak
  • Published: Monday, 30 December 2019
  • Updated: 30 December 2019, 01:12 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ଗତକାଲି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ ଓ ତାଙ୍କ ପରିବାର। ଗଜପତି ମହାରାଜଙ୍କ ସହ ତାଙ୍କ ଝିଅ, ଜ୍ୱାଇଁ, ନାତୁଣୀ, ସମୁଦି ଓ ସମୁଦୁଣୀ ଦକ୍ଷିଣ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ଯାଇଥିଲେ। ପ୍ରଥମେ ସେମାନେ ବଟ ଗଣେଶଙ୍କୁ ଦର୍ଶନ କରିବା ପରେ ଗରୁଡ଼ ସ୍ତମ୍ଭ ଦେଇ ରତ୍ନ ସିଂହାସନ ନିକଟକୁ ଯାଇଥିଲେ। ସେଠାରେ ବଡ଼ଠାକୁର ବଳଭଦ୍ର ଓ ପରେ ଶ୍ରୀଜଗନ୍ନାଥ ଏବଂ ମା ସୁଭଦ୍ରାଙ୍କୁ ଦର୍ଶନ କରିଥିଲେ।

ପରମ୍ପରା ଅନୁସାରେ, ଛେରା ପହଁରା ସହ ଆଦି ସେବକ ଭାବେ ଗଜପତି ଯେଉଁ ସବୁ ନୀତି କରିଥାନ୍ତି ସେସବୁ ପାଇଁ ସେ ସିଂହଦ୍ୱାର ଦେଇ ପ୍ରବେଶ କରନ୍ତି। ହେଲେ ଏହା ବ୍ୟତୀତ ଅନ୍ୟ ସବୁ ସମୟରେ ଦକ୍ଷିଣ ଦ୍ୱାର ଦେଇ ଗଜପତି ମହାରାଜ ପ୍ରବେଶ କରି ପୁଣି ଥରେ ସେହି ଦ୍ୱାର ଦେଇ ଫେରି ଆସିବାର ପରମ୍ପରା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story