ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗଜପତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁରୀ ଓ ଶ୍ରୀମନ୍ଦିରର ଉନ୍ନତୀକରଣ ପରି ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ଉନ୍ନତୀକରଣ, ବଡ଼ଦାଣ୍ଡର ସୌନ୍ଦର୍ଯ୍ୟକରଣ, ଜଗନ୍ନାଥ ବଲ୍ଲଭ ମଠ ଓ ଅଠରନଳାର ବିକାଶ ସହ ସୌନ୍ଦର୍ଯ୍ୟକରଣ ଓ ଅନ୍ୟାନ୍ୟ ବିକାଶମୂଳକ ପ୍ରସଙ୍ଗରେ ଜଗପତି ଆଲୋଚନା କରିଛନ୍ତି। ତା’ସହ ରଥଯାତ୍ରା ବେଳେ ମାସକ ପାଇଁ ବ୍ୟବହାର ହେଉଥିବା ଗୁଣ୍ଡିଚା ମନ୍ଦିରକୁ କିପରି ବର୍ଷ ସାରା ଭକ୍ତମାନେ ଯାଇପାରିବେ ତାହା […]

gajapati maharaja meet cm

gajapati maharaja meet cm

Rakesh Mallick
  • Published: Thursday, 29 March 2018
  • Updated: 29 March 2018, 08:10 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁରୀ ଓ ଶ୍ରୀମନ୍ଦିରର ଉନ୍ନତୀକରଣ ପରି ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ଉନ୍ନତୀକରଣ, ବଡ଼ଦାଣ୍ଡର ସୌନ୍ଦର୍ଯ୍ୟକରଣ, ଜଗନ୍ନାଥ ବଲ୍ଲଭ ମଠ ଓ ଅଠରନଳାର ବିକାଶ ସହ ସୌନ୍ଦର୍ଯ୍ୟକରଣ ଓ ଅନ୍ୟାନ୍ୟ ବିକାଶମୂଳକ ପ୍ରସଙ୍ଗରେ ଜଗପତି ଆଲୋଚନା କରିଛନ୍ତି। ତା’ସହ ରଥଯାତ୍ରା ବେଳେ ମାସକ ପାଇଁ ବ୍ୟବହାର ହେଉଥିବା ଗୁଣ୍ଡିଚା ମନ୍ଦିରକୁ କିପରି ବର୍ଷ ସାରା ଭକ୍ତମାନେ ଯାଇପାରିବେ ତାହା ଉପରେ ଗୁରୁତ୍ୱାରୋପ ଦିଆଯାଇଥିଲା। ସେହିପରି ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ତଥା ଅର୍ଥିକ ସ୍ୱଚ୍ଛଳ ନଥିବା ସେବାୟତଙ୍କ ପାଇଁ କଲୋନୀ ସମ୍ପର୍କରେ ଗଜପତି ଆଲୋଚନା କରିଛନ୍ତି।

ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ କନଫରେନ୍ସ ଗୃହରେ ଆୟୋଜନ ହୋଇଥିଲା ଏହି ଆଲୋଚନା। ଏଥିରେ ପୁରୀ ଶ୍ରମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା, ଆଇନମନ୍ତ୍ରୀ ପ୍ରତାପ ଜେନା, ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ଉନ୍ନୟନ କମିଶନର ଆର. ବାଲ କ୍ରିଷ୍ଣନଙ୍କ ସମେତ ଆଇନ ସଚିବ, ପୂର୍ତ୍ତ ସଚିବ ପ୍ରମୁଖ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story