ନିଲମ୍ବନ ପ୍ରସଙ୍ଗ: କ୍ୟାଟରୁ ମାମଲା ପ୍ରତ୍ୟାହାର କଲେ ଗଜଭିୟେ

କଟକ: କେନ୍ଦ୍ରାପଡ଼ାର ପୂର୍ବତନ ଏସପି ସତିଶ୍ ଗଜଭିୟେ ନିଜ ନିଲମ୍ୱନ ଆଦେଶକୁ ବିରୋଧ କରି କେନ୍ଦ୍ରୀୟ ପ୍ରଶାସନିକ ଅଧିକରଣ (କ୍ୟାଟ୍)ରେ ଦାୟର କରିଥିବା ମାମଲାକୁ ଗୁରୁବାର ପ୍ରତ୍ୟାହାର କରି ନେଇଛନ୍ତି। ଫଳରେ ତାଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ଯଥାର୍ଥତାକୁ ସେ ସ୍ୱୀକାର କରିଛନ୍ତି। ସେ ଦାୟର କରିଥିବା ମାମଲା ପ୍ରତ୍ୟାହାର କରିବା ପରେ ଏହା ପ୍ରମାଣିତ ହୋଇଛି। ବିଭାଗୀୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାର ୪୫ ଦିନ ପରେ ତାଙ୍କୁ ନିଲମ୍ୱିତ କରାଯାଇଥିବାରୁ ଏହା ବେଆଇନ ଦର୍ଶାଇ ସତିଶ […]

satish gajviye

satish gajviye

Rakesh Mallick
  • Published: Thursday, 04 February 2016
  • Updated: 04 February 2016, 12:59 PM IST

Sports

Latest News

କଟକ: କେନ୍ଦ୍ରାପଡ଼ାର ପୂର୍ବତନ ଏସପି ସତିଶ୍ ଗଜଭିୟେ ନିଜ ନିଲମ୍ୱନ ଆଦେଶକୁ ବିରୋଧ କରି କେନ୍ଦ୍ରୀୟ ପ୍ରଶାସନିକ ଅଧିକରଣ (କ୍ୟାଟ୍)ରେ ଦାୟର କରିଥିବା ମାମଲାକୁ ଗୁରୁବାର ପ୍ରତ୍ୟାହାର କରି ନେଇଛନ୍ତି। ଫଳରେ ତାଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ଯଥାର୍ଥତାକୁ ସେ ସ୍ୱୀକାର କରିଛନ୍ତି। ସେ ଦାୟର କରିଥିବା ମାମଲା ପ୍ରତ୍ୟାହାର କରିବା ପରେ ଏହା ପ୍ରମାଣିତ ହୋଇଛି।

ବିଭାଗୀୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାର ୪୫ ଦିନ ପରେ ତାଙ୍କୁ ନିଲମ୍ୱିତ କରାଯାଇଥିବାରୁ ଏହା ବେଆଇନ ଦର୍ଶାଇ ସତିଶ କ୍ୟାଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ତାଙ୍କ ନିଲମ୍ୱନ ଆଦେଶ ରଦ୍ଦ କରିବାକୁ ସେ ଆବେଦନ କରିଥିଲେ।  ମାମଲାକୁ ବିଚାରପାଇଁ ଗ୍ରହଣ କରିବା ପୂର୍ବରୁ ଏହି ପ୍ରସଙ୍ଗରେ ଟ୍ରିବ୍ୟୁନାଲ ସରକାରଙ୍କ ମତାମତ ଚାହିଁଥିଲେ। ସରକାରଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଦଲିଲ ଦସ୍ତାବିଜରେ ଦର୍ଶାଯାଇଛି ଯେ ୯୦ ଦିନ ମଧ୍ୟରେ କେନ୍ଦ୍ର ସରକାରଙ୍କ ଅନୁମୋଦନ ନେଇ ରାଜ୍ୟ ସରକାର କୌଣସି ଆଇପିଏସ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ସହ ନିଲମ୍ୱନ କରିପାରିବେ। ସମସ୍ତ ଦଲିଲ ଦସ୍ତାବିଜକୁ ଅନୁଧ୍ୟାନ କରିବା ପରେ ଗଜଭିୟେ ନିଜ ମାମଲା ପ୍ରତ୍ୟାହାର କରୁଛନ୍ତି ବୋଲି ଆଜି ଅଦାଲତକୁ ଅବଗତ କରାଇଥିଲେ।

ସରକାରୀ ଓକିଲ ଗୋବିନ୍ଦଚନ୍ଦ୍ର ନାୟକ କହିଛନ୍ତି ଯେ ଆବେଦନକର୍ତ୍ତା ନିଜେ ଅନୁଭବ କଲେ ଯେ ତାଙ୍କର କୌଣସି କେସ୍ ନାହିଁ। ତେଣୁ ସେ ଶୁଣାଣି ପରେ ନିଜ ମାମଲା ପ୍ରତ୍ୟାହାର କରି ନେଇଥିଲେ। ଏହା ସହିତ ଆବେଦନକର୍ତ୍ତା ମୂଳ ମକଦ୍ଦମାରୁ ଓହରି ଯାଇଛନ୍ତି। ତେଣୁ ସରକାରଙ୍କ କାର୍ଯ୍ୟାନୁଷ୍ଠାନରେ ଯଥାର୍ଥତା ରହିଥିବା ପ୍ରମାଣିତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story