ଜୁଆ ଆଡ୍ଡା ଉପରେ ଚଢ଼ାଉ: ୪୭ ଜୁଆଡ଼ି ଗିରଫ, ଲକ୍ଷାଧିକ ଟଙ୍କା ଜବତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ୪ଟି ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇ ୪୭ ଜୁଆଡ଼ିଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ କରାଯାଇଛି। ଗିରଫ ମଧ୍ୟରେ ଜଣେ କାଉନ୍‌ସିଲର ଓ ଦୁଇ ଜଣ ସରକାରୀ କର୍ମଚାରୀ ଥିବା ଜଣାପଡ଼ିଛି। ଆଜି ଭୁବନେଶ୍ୱର ଗଙ୍ଗନଗର ଅଞ୍ଚଳରେ ଜୁଆ ଖେଳ ଚାଲିଥିଲା। ଏନେଇ ଖବର ପାଇ କମିଶନରେଟ୍‌ ପୋଲିସ ଚଢ଼ାଉ କରି ୧୧ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ମଧ୍ୟରେ ଦୁଇ ଜଣ ସରକାରୀ […]

Gambling

Gambling

Rakesh Mallick
  • Published: Wednesday, 04 October 2017
  • Updated: 04 October 2017, 05:51 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ୪ଟି ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇ ୪୭ ଜୁଆଡ଼ିଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ କରାଯାଇଛି। ଗିରଫ ମଧ୍ୟରେ ଜଣେ କାଉନ୍‌ସିଲର ଓ ଦୁଇ ଜଣ ସରକାରୀ କର୍ମଚାରୀ ଥିବା ଜଣାପଡ଼ିଛି।

ଆଜି ଭୁବନେଶ୍ୱର ଗଙ୍ଗନଗର ଅଞ୍ଚଳରେ ଜୁଆ ଖେଳ ଚାଲିଥିଲା। ଏନେଇ ଖବର ପାଇ କମିଶନରେଟ୍‌ ପୋଲିସ ଚଢ଼ାଉ କରି ୧୧ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ମଧ୍ୟରେ ଦୁଇ ଜଣ ସରକାରୀ କର୍ମଚାରୀ ଅଛନ୍ତି। ଜୁଆଡିଙ୍କଠାରୁ ପୋଲିସ ଗୋଟିଏ ଲାପ୍‌ଟପ୍‌ ଓ ୨୯,୦୦୦ ଟଙ୍କା ଜବତ କରିଛି।

କୋରାପୁଟ୍‌ ଜିଲ୍ଲା ଜୟପୁର ମ୍ୟୁନିସିପାଲିଟି ଅଞ୍ଚଳରେ ଜୁଆ ଖେଳ ଚାଲୁଥିଲା। ଏ ସମ୍ପର୍କରେ ଖବର ପାଇ ପୋଲିସ ଚଢ଼ାଉ କରି ୨୫ ଜଣ ଜୁଆଡ଼ିଙ୍କୁ ଗିରଫ କରିଥିଲା। ଗିରଫ ଜୁଆଡ଼ିଙ୍କ ମଧ୍ୟରେ କଣେ କାଉନ୍‌ସିଲର ଥିବା ଜଣାପଡ଼ିଛି। ପୋଲିସ ଜୁଆଡ଼ିଙ୍କଠାରୁ ୧,୯୦,୦୦୦ ଟଙ୍କା ଜବତ କରିଛି।

ଜୁଆ ଖେଳରୁ ଷ୍ଟିଲ୍‌ ସିଟି ରାଉରକେଲା ମଧ୍ୟ ବର୍ତ୍ତି ନାହିଁ। ଏଠାରେ ଜୁଆ ଖେଳ ହେଉଥିବା ଜାଣିପାରି ପୋଲିସ ଚଢ଼ାଉ କି ୬ ଜୁଆଡ଼ିଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ପୋଲିସ ନଗଦ ୬ ଲକ୍ଷ ଟଙ୍କା ଜବତ କରିଛି।

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ବୀରାଶାଳ ଗାଁରେ ଜୁଆ ଖେଳ ହେଉଥିଲା। ଏନେଇ ପୋଲିସ ଜାଣିପାରି ଘଟଣା ସ୍ଥଳରେ ଚଢ଼ାଉ କରି ୫ ଜୁଆଡ଼ିଙ୍କୁ ଗିରଫ କରିଥିଲା। ଜୁଆଡ଼ିଙ୍କଠାରୁ ନଗର ୨୯,୫୨୦ ଟଙ୍କା ଜବତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story