ମନ୍ଦିରରେ ଜୁଆ ଖେଳ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ମନ୍ଦିରରେ ଜୁଆ ଖେଳ ଚାଲିଥିବା ଚର୍ଚ୍ଚା ହେଉଛି। ଗତକାଲି ଜଣେ ପର୍ଯ୍ୟଟକ ସୋସିଆଲ ମିଡିଆରେ ଏହି ଭିଡିଓ ସେୟାର କରିବା ପରେ ଏହାକୁ ନେଇ ଚାଲିଛି ଆଲୋଚନା। ପୁରୁଣା ଭୁବନେଶ୍ୱରର ରାମେଶ୍ୱର ମନ୍ଦିର ପରିସରରେ ଏଭଳି ଜୁଆଖେଳ ଚାଲିଥିବା ଭିଡିଓରେ ଦେଖିବାକୁ ମିଳିଛି। ତେବେ ଭିଡ଼ିଓ ଭାଇରାଲ ହେବା ପରେ ପୋଲିସ ମହାନିର୍ଦ୍ଦେଶକ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଭାଇରଲ ହୋଇଥିବା ଏହି ଭିଡିଓରେ ସତ୍ୟତା ରହିଛି କି […]

gambleing in temple

gambleing in temple

Rakesh Mallick
  • Published: Sunday, 21 January 2018
  • Updated: 21 January 2018, 09:06 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ମନ୍ଦିରରେ ଜୁଆ ଖେଳ ଚାଲିଥିବା ଚର୍ଚ୍ଚା ହେଉଛି। ଗତକାଲି ଜଣେ ପର୍ଯ୍ୟଟକ ସୋସିଆଲ ମିଡିଆରେ ଏହି ଭିଡିଓ ସେୟାର କରିବା ପରେ ଏହାକୁ ନେଇ ଚାଲିଛି ଆଲୋଚନା। ପୁରୁଣା ଭୁବନେଶ୍ୱରର ରାମେଶ୍ୱର ମନ୍ଦିର ପରିସରରେ ଏଭଳି ଜୁଆଖେଳ ଚାଲିଥିବା ଭିଡିଓରେ ଦେଖିବାକୁ ମିଳିଛି। ତେବେ ଭିଡ଼ିଓ ଭାଇରାଲ ହେବା ପରେ ପୋଲିସ ମହାନିର୍ଦ୍ଦେଶକ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଭାଇରଲ ହୋଇଥିବା ଏହି ଭିଡିଓରେ ସତ୍ୟତା ରହିଛି କି ନାହିଁ ସେ ସମ୍ପର୍କରେ ଛାନଭିନ୍ ଚାଲିଛି ବୋଲି ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story