ଗଣଶିକ୍ଷକଙ୍କ ସ୍ଥାୟୀ ନିଯୁକ୍ତି ନେଇ ମୋଡ଼ାଲିଟି ରୂପରେଖ ଚୂଡ଼ାନ୍ତ

ଭୁବନେଶ୍ୱର:  ସ୍ଥାୟୀ ନିଯୁକ୍ତି ନେଇ ଶୀଘ୍ର ମୋଡ଼ାଲିଟି ପ୍ରକାଶ କରିବାକୁ ଗଣ ଶିକ୍ଷକମାନେ ଗଠିତ ମନ୍ତ୍ରୀ ସ୍ତରୀୟ କମିଟିର ୬ ଜଣ ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣା ଦେବାର ଗୋଟିଏ ଦିନ ପରେ  ଆଜି ମୋଡ଼ାଲିଟି ରୂପରେଖ ଚୂଡାନ୍ତ ହୋଇଥିବା ନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ଦେବୀ ମିଶ୍ର। ଆଜି ଅର୍ଥମନ୍ତ୍ରୀ ପ୍ରଦୀପ ଅମାତଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀସ୍ତରୀୟ କମିଟି ବୈଠକ ପରେ ସେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, “ମୋଡ଼ାଲିଟିକୁ […]

davi-misra

davi-misra

Rakesh Mallick
  • Published: Wednesday, 14 December 2016
  • Updated: 14 December 2016, 03:49 PM IST

Sports

Latest News

ଭୁବନେଶ୍ୱର:  ସ୍ଥାୟୀ ନିଯୁକ୍ତି ନେଇ ଶୀଘ୍ର ମୋଡ଼ାଲିଟି ପ୍ରକାଶ କରିବାକୁ ଗଣ ଶିକ୍ଷକମାନେ ଗଠିତ ମନ୍ତ୍ରୀ ସ୍ତରୀୟ କମିଟିର ୬ ଜଣ ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣା ଦେବାର ଗୋଟିଏ ଦିନ ପରେ  ଆଜି ମୋଡ଼ାଲିଟି ରୂପରେଖ ଚୂଡାନ୍ତ ହୋଇଥିବା ନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ଦେବୀ ମିଶ୍ର। ଆଜି ଅର୍ଥମନ୍ତ୍ରୀ ପ୍ରଦୀପ ଅମାତଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀସ୍ତରୀୟ କମିଟି ବୈଠକ ପରେ ସେ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ମୋଡ଼ାଲିଟିକୁ ଚୂଡ଼ାନ୍ତ ରୂପରେଖ ଦିଆଗଲା। ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ।”

ସେ ଆହୁରି କହିଛନ୍ତି,“ଗଣଣିକ୍ଷକଙ୍କ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେଉଛୁ। ଜମି ନ ଥିବା ଗ୍ରାଣ୍ଟ ଏନ୍‌ ଏଡ୍‌ ସ୍କୁଲକୁ ଜମି ଦିଆଯିବ। ଏନେଇ କ୍ୟାବିନେଟ ଅନୁମୋଦନ ଲୋଡାଯିବ।”

ମନ୍ତ୍ରୀ କହିଛନ୍ତି,‘”ଅନୁଦାନପ୍ରାପ୍ତ ସ୍କୁଲ ପିଲାଙ୍କୁ ଡ୍ରେସ ଓ ଅନ୍ୟ ସୁବିଧା ମିଳିବ।”

 ଉକ୍ତ ବୈଠକରେ ମଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ ଓ ଉନୟନ କମିଶନର ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story