ଗଣକବିଙ୍କ ସ୍ମୃତିକୁ ସାଇତି ରଖିବା ପାଇଁ ମ୍ୟୁଜିୟମ ପ୍ରତିଷ୍ଠା କରିବାକୁ ଦାବି

ମାହାଙ୍ଗା (ଓଡ଼ିଶା ରିପୋର୍ଟର): ଗଣକବି ବୈଷ୍ଣବ ପାଣିଙ୍କ ୧୩୫ତମ ଜନ୍ମ ଜୟନ୍ତୀ ତାଙ୍କ ଗାଁ କଟକ ଜିଲ୍ଲା ମାହାଙ୍ଗାର କୋଠପଦାରେ ପାଳିତ ହୋଇଯାଇଛି। କୋଠପଦାରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ସମାଜର ବିଭିନ୍ନ ବର୍ଗର ଲୋକ ପୁଷ୍ପମାଲ୍ୟ ଦେଇଥିଲେ। ଆଜି ସକାଳେ ସ୍ୱାସ୍ଥ୍ୟ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ଗଣକବିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇଥିଲେ। ତେବେ ବୈଷ୍ଣବ ପାଣିଙ୍କର ସବୁ ମୂଲ୍ୟବାନ ସ୍ମୃତିକୁ ସାଇତି ରଖିବା ପାଇଁଏକ ମ୍ୟୁଜିୟମ ପ୍ରତିଷ୍ଠା କରିବାକୁ ଦାବି କରିଛନ୍ତି ତାଙ୍କ […]

mahanga

mahanga

Rakesh Mallick
  • Published: Thursday, 05 October 2017
  • Updated: 05 October 2017, 06:27 PM IST

Sports

Latest News

ମାହାଙ୍ଗା (ଓଡ଼ିଶା ରିପୋର୍ଟର): ଗଣକବି ବୈଷ୍ଣବ ପାଣିଙ୍କ ୧୩୫ତମ ଜନ୍ମ ଜୟନ୍ତୀ ତାଙ୍କ ଗାଁ କଟକ ଜିଲ୍ଲା ମାହାଙ୍ଗାର କୋଠପଦାରେ ପାଳିତ ହୋଇଯାଇଛି। କୋଠପଦାରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ସମାଜର ବିଭିନ୍ନ ବର୍ଗର ଲୋକ ପୁଷ୍ପମାଲ୍ୟ ଦେଇଥିଲେ। ଆଜି ସକାଳେ ସ୍ୱାସ୍ଥ୍ୟ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ଗଣକବିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇଥିଲେ। ତେବେ ବୈଷ୍ଣବ ପାଣିଙ୍କର ସବୁ ମୂଲ୍ୟବାନ ସ୍ମୃତିକୁ ସାଇତି ରଖିବା ପାଇଁଏକ ମ୍ୟୁଜିୟମ ପ୍ରତିଷ୍ଠା କରିବାକୁ ଦାବି କରିଛନ୍ତି ତାଙ୍କ ଅଣନାତି ଚନ୍ଦ୍ରଭାନୁ ଆଚାର୍ଯ୍ୟ। ସେ ତାଙ୍କର ଶେଷ ଜୀବନ ବିତାଇଥିବା ସ୍ଥାନ ହରଧୋବଣି ସ୍ମୃତିପୀଠର ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡିଥିବା ମଧ୍ୟ ଚନ୍ଦ୍ରଭାନୁ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story