ଗଣଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଶିକ୍ଷା ସହାୟକ ସଂଘର ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର: ଗଣଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନକୁ ସ୍ଥଗିତ ରଖିଛି ଶିକ୍ଷା ସହାୟକ ସଂଘ। ସୋମବାର ସନ୍ଧ୍ୟାରେ ସଂଘର କର୍ମକର୍ତ୍ତମାନେ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଦରମା ବୃଦ୍ଧି, ଗ୍ରେଡ୍ ପେ’, ମୃତ୍ୟୁକାଳୀନ ସହାୟତା, ବଦଳି ନୀତିରେ ସଂଶୋଧନ ଆଦି ଦାବି ନେଇ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ସଂଘ ପକ୍ଷରୁ କୁହାଯାଇଛି। ଏ ନେଇ ଡିସେମ୍ୱର ଶେଷ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସରକାର ପ୍ରତିଶ୍ରୁତି ଦେଇଥିବା ସଂଘ କହିଛି। ୭ ଦଫ। ଦାବି […]

gana teacher

gana teacher

Rakesh Mallick
  • Published: Monday, 07 December 2015
  • Updated: 07 December 2015, 05:09 PM IST

Sports

Latest News

gana teacherଭୁବନେଶ୍ୱର: ଗଣଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନକୁ ସ୍ଥଗିତ ରଖିଛି ଶିକ୍ଷା ସହାୟକ ସଂଘ। ସୋମବାର ସନ୍ଧ୍ୟାରେ ସଂଘର କର୍ମକର୍ତ୍ତମାନେ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଦରମା ବୃଦ୍ଧି, ଗ୍ରେଡ୍ ପେ', ମୃତ୍ୟୁକାଳୀନ ସହାୟତା, ବଦଳି ନୀତିରେ ସଂଶୋଧନ ଆଦି ଦାବି ନେଇ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ସଂଘ ପକ୍ଷରୁ କୁହାଯାଇଛି। ଏ ନେଇ ଡିସେମ୍ୱର ଶେଷ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସରକାର ପ୍ରତିଶ୍ରୁତି ଦେଇଥିବା ସଂଘ କହିଛି। ୭ ଦଫ। ଦାବି ନେଇ ଶିକ୍ଷା ସହାୟକ ସଂଘ ପକ୍ଷରୁ ଆନ୍ଦୋଳନ କରାଯାଉଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos