ଗଣେଷ ଭସାଣକୁ ନେଇ ଉତ୍ତେଜନା: ରାଉରକେଲାରେ ୧୪୪ ଧାରା ଜାରି

ରାଉରକେଲା: ଗଣେଷ ମୂର୍ତ୍ତି ଭସାଣ ବେଳେ ଗତକାଲି ଉତ୍ତେଜନା ପ୍ରକାଶ ପାଇବା ପରେ ରାଉରକେଲାରେ ୧୪୪ ଧାରା ଜାରି କରାଯାଇଛି। କୌଣସି ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନ ହେବା ପାଇଁ ୨୦ ପ୍ଳାଟୁନ ପୋଲିସ୍‌ ଓ ସିଆରପିଏଫ୍‌ ଯବାନଙ୍କୁ ମୁତୟନ କରାଯାଇଥିବା ରାଉରକେଲା ଉପଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି। ଗତକାଲି ରାତିରେ ପ୍ରାୟ ୧୦ଟି ମେଢ ବିଶ୍ରା ଛକରୁ ବାହାରି ସହରର ମୁଖ୍ୟ ମାର୍ଗ ଦେଇ ବ୍ରାହ୍ମଣୀ ନଦୀକୁ ବିସର୍ଜନ ପାଇଁ ଯିବା ବେଳେ ପୁରୁଣା ଷ୍ଟେସନ […]

rourkela

rourkela

Rakesh Mallick
  • Published: Tuesday, 13 September 2016
  • Updated: 13 September 2016, 10:06 AM IST

Sports

Latest News

rourkelaରାଉରକେଲା: ଗଣେଷ ମୂର୍ତ୍ତି ଭସାଣ ବେଳେ ଗତକାଲି ଉତ୍ତେଜନା ପ୍ରକାଶ ପାଇବା ପରେ ରାଉରକେଲାରେ ୧୪୪ ଧାରା ଜାରି କରାଯାଇଛି। କୌଣସି ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନ ହେବା ପାଇଁ ୨୦ ପ୍ଳାଟୁନ ପୋଲିସ୍‌ ଓ ସିଆରପିଏଫ୍‌ ଯବାନଙ୍କୁ ମୁତୟନ କରାଯାଇଥିବା ରାଉରକେଲା ଉପଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି।

ଗତକାଲି ରାତିରେ ପ୍ରାୟ ୧୦ଟି ମେଢ ବିଶ୍ରା ଛକରୁ ବାହାରି ସହରର ମୁଖ୍ୟ ମାର୍ଗ ଦେଇ ବ୍ରାହ୍ମଣୀ ନଦୀକୁ ବିସର୍ଜନ ପାଇଁ ଯିବା ବେଳେ ପୁରୁଣା ଷ୍ଟେସନ ରୋଡ ନିକଟରେ ୨ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ପରେ ଉଭୟ ପକ୍ଷରୁ ଢେଲା ମାଡ଼ ହୋଇଥିଲା।  ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୋଲିସ୍‌ ପକ୍ଷରୁ ମୃଦୁ ଲାଠିଚାଳନା କରାଯାଇଥିଲା। ଘଟଣାସ୍ଥଳରେ ଏସପି ଓଏଡ଼ିଏମ୍‌ଙ୍କ ସମେତ ଅନ୍ୟ ଅଧିକାରୀମାନେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story