ପୂଣ୍ୟ ସ୍ଥାନରେ ପାପ କର୍ମ: ମନ୍ଦିର ପରିସରରେ ଯୁବତୀଙ୍କୁ ଭାବି ସ୍ୱାମୀଙ୍କ ଆଗରେ ଦୁଷ୍କର୍ମ, ଭିଡିଓ ରେକର୍ଡିଂ

ଭୁବନେଶ୍ୱର: ପୂଣ୍ୟ ସ୍ଥାନରେ ପାପ କର୍ମ । ମନ୍ଦିର ପରିସରରେ ଯୁବକଙ୍କ ଆଖି ଆଗରେ ଭାବି ସ୍ତ୍ରୀଙ୍କ ଇଜ୍ଜତ ସହ ଖେଳ। ଗଞ୍ଜାମରେ ପୁଣି ଲଜ୍ଜା । ଭାବୀ ସ୍ୱାମୀ ଆଗରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଏମିତିକି ଦୁଷ୍କର୍ମ ବେଳର ଭିଡିଓ ରେକର୍ଡିଂ କରିବାକୁ ବି ପଛାଇ ନାହାନ୍ତି ଅଭିଯୁକ୍ତ।  ଗଞ୍ଜାମର ଗାଙ୍ଗପୁର ଥାନା ଅନ୍ତର୍ଗତ ବୁଢ଼ାକେନ୍ଦୁ ମନ୍ଦିର ପଛପଟେ ଘଟିଥିବା ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସହ ୬ଜଣଙ୍କୁ ଗିରଫ କରି କୋର୍ଟ […]

j-444

j-444

Rakesh Mallick
  • Published: Tuesday, 17 October 2017
  • Updated: 18 October 2017, 08:12 AM IST

Sports

Latest News

ଭୁବନେଶ୍ୱର: ପୂଣ୍ୟ ସ୍ଥାନରେ ପାପ କର୍ମ । ମନ୍ଦିର ପରିସରରେ ଯୁବକଙ୍କ ଆଖି ଆଗରେ ଭାବି ସ୍ତ୍ରୀଙ୍କ ଇଜ୍ଜତ ସହ ଖେଳ। ଗଞ୍ଜାମରେ ପୁଣି ଲଜ୍ଜା । ଭାବୀ ସ୍ୱାମୀ ଆଗରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଏମିତିକି ଦୁଷ୍କର୍ମ ବେଳର ଭିଡିଓ ରେକର୍ଡିଂ କରିବାକୁ ବି ପଛାଇ ନାହାନ୍ତି ଅଭିଯୁକ୍ତ।  ଗଞ୍ଜାମର ଗାଙ୍ଗପୁର ଥାନା ଅନ୍ତର୍ଗତ ବୁଢ଼ାକେନ୍ଦୁ ମନ୍ଦିର ପଛପଟେ ଘଟିଥିବା ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସହ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୀଡ଼ିତା ଓ ତାଙ୍କ ଭାବି ସ୍ୱାମୀ ଠାକୁର ଦର୍ଶନ ସାରି ଫେରୁଥିବାବେଳେ ହଠାତ୍ ୬ଜଣ ଯୁବକ ୨ଟି ବାଇକରେ ଆସି ସେମାନଙ୍କୁ ଘେରି ଯାଇଥିଲେ। ପରେ ଯୁକ୍ତିତର୍କ କରି ଉଭୟଙ୍କ ମୋବାଇଲ୍ ଫୋନ୍ ଓ ଟଙ୍କା ଛଡ଼ାଇ ନେଇଥିଲେ।

ପ୍ରତିବାଦ କରିବାରୁ ଧମକ ଦେଇ ମନ୍ଦିର ପଛ କାଜୁ ଜଙ୍ଗଲକୁ ଟାଣି ନେଇଥିଲେ। ଆଉ ଜଙ୍ଗଲ ଭିତରେ ସ୍ୱାମୀଙ୍କୁ ମାଡ ମାରି ଯୁବତୀଙ୍କ ଇଜ୍ଜତ ସହ ଖେଳ ଖେଳିଥିଲେ। ଯୁବତୀଙ୍କ ଅଭିଯୋଗ ଅନୁସାରେ, ମୁଖ୍ୟ ଅଭିଯୁକ୍ତ ଶିବ ନାୟକ ଦୁଷ୍କର୍ମ କରିବାବେଳେ ତା’ର ଆଉ ୩ଜଣ ସହଯୋଗୀ ମୋବାଇଲରେ  ଭିଡିଓ ରେକର୍ଡିଂ କରୁଥିଲେ। ଗାଙ୍ଗପୁର ଥାନାରେ ପୀଡ଼ିତାଙ୍କ ଲିଖିତ ଅଭିଯୋଗ ପରେ ଆରମ୍ଭ ହୋଇଥିଲା ପୋଲିସର ତନାଘନା। ଘଟଣା ସ୍ଥଳକୁ ଯାଇ ଛାନବିନ୍ କରିବା ସହ ମୁଖ୍ୟ ଅଭିଯୁକ୍ତ ଶିବ ନାୟକ ଓ ତାର ଅନ୍ୟ ୫ ସହଯୋଗୀଙ୍କୁ ଗିରଫ କରିଥିଲା। ଏପରିକି ଦୁଷ୍କର୍ମ ବେଳର ଭିଡିଓ ରେକର୍ଡିଂ ହୋଇଥିବା ମୋବାଇଲ ମଧ୍ୟ ଜବତ କରିଥିଲା ପୋଲିସ।

ଏପଟେ ପୀଡ଼ିତାଙ୍କ ଡାକ୍ତରୀମାଇନା କରାଯାଇଥିବାବେଳେ ଘଟଣାର ତଦନ୍ତ ଭାର ଜଣେ ଡିଏସପି ପାହ୍ୟାର ଅଫିସରଙ୍କୁ ଦିଆଯାଇଥିବା କହିଛନ୍ତି ଗଞ୍ଜାମ ଏସପି ଆଶିଷ କୁମାର ସିଂ। ପୂର୍ବରୁ ଗତ ଅଗଷ୍ଟ ୧୫ ତାରିଖରେ ବେଲଗୁଣ୍ଠା ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ସେତେବେଳେ ସାରା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ  ଗତକାଲି ଗାଙ୍ଗପୁର ଅଞ୍ଚଳରେ ପୁଣି ଏକ ବର୍ବର କାଣ୍ଡ ମହିଳାଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

https://www.youtube.com/watch?v=F56XGHL-Biw

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story