ଭାଇ ପାଖରୁ ଭଉଣୀକୁ ଉଠାଇ ନେଇ ଗଣଦୁଷ୍କର୍ମ !

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଜ୍ୟରେ ଥମୁନି ନାବାଳିକା ଦୁଷ୍କର୍ମ। ଏଥର ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅଞ୍ଚଳରୁ। ହରପାଲି ବସ୍ତି ନିକଟରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଗତ ୮ତାରିଖରେ ଗଣଦୁଷ୍କର୍ମ ହୋଇଥିବା ଥାନାରେ ଏତଲା ଦିଆଯାଇଛି। ଗଣଦୁଷ୍କର୍ମ ଘଟଣାରେ ୮ରୁ ୧୦ ଜଣ ଅଭିଯୁକ୍ତ ସାମିଲ ଥିବା ସୂଚନା ମିଳିଛି।  ଗଣ ଦୁଷ୍କର୍ମର ଭିଡିଓ ଭାଇରାଲ ପରେ ଥାନାରେ ଅଭିଯୋଗ କରାଯାଇଛି। ଏହି ଘଟଣାରେ ପୁଲିସ୍‌ ଦୁଇ ଜଣଙ୍କୁ ଗିରଫ କରିଛି। ଅନ୍ୟ […]

rape

rape

Tapaswini Nayak
  • Published: Tuesday, 23 July 2019
  • Updated: 23 July 2019, 03:22 PM IST

Sports

Latest News

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଜ୍ୟରେ ଥମୁନି ନାବାଳିକା ଦୁଷ୍କର୍ମ। ଏଥର ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅଞ୍ଚଳରୁ। ହରପାଲି ବସ୍ତି ନିକଟରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଗତ ୮ତାରିଖରେ ଗଣଦୁଷ୍କର୍ମ ହୋଇଥିବା ଥାନାରେ ଏତଲା ଦିଆଯାଇଛି। ଗଣଦୁଷ୍କର୍ମ ଘଟଣାରେ ୮ରୁ ୧୦ ଜଣ ଅଭିଯୁକ୍ତ ସାମିଲ ଥିବା ସୂଚନା ମିଳିଛି।  ଗଣ ଦୁଷ୍କର୍ମର ଭିଡିଓ ଭାଇରାଲ ପରେ ଥାନାରେ ଅଭିଯୋଗ କରାଯାଇଛି। ଏହି ଘଟଣାରେ ପୁଲିସ୍‌ ଦୁଇ ଜଣଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାକୁ ଛାନ୍‌ବିନ୍‌ ଚଳାଇଛି ପୁଲିସ।

ବୀରମିତ୍ରପୁରଥାନାର ଆଇଆଇସି ଆନନ୍ଦ ଚନ୍ଦ୍ର ମାଝି କହିଛନ୍ତି,“ ଜଣେ ନାବାଳିକାକୁ  ଗଣ ଦୁଷ୍କର୍ମ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ପୀଡିତାଙ୍କ କହିବା ଅନୁସାରେ ଗତ ଆଠ ତାରିଖ ଦିନ ସମ୍ପର୍କୀୟ ଭାଇଙ୍କ ସହ ସେ ବାହାରକୁ ଯାଇଥିଲେ।

ସେ ରାତି ପ୍ରାୟ ୨ଟା ସମୟରେ ତାଙ୍କ ଛୋଟ ଭଉଣୀ ସହ ରାସ୍ତାରେ ଠିଆ ହୋଇଥିଲେ। ଏହି ସମୟରେ ୯ରୁ ୧୦ଜଣ ଯୁବକ ଆସି ତାଙ୍କୁ ଉଠାଇ ନେଇ ଦୁଷ୍କର୍ମ କରିଥିଲେ।  ଅଭିଯୁକ୍ତମାନେ କାହାକୁ କିଛି ନ କହିବାକୁ ଧମକ ଦେଇଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story