JEE ପରୀକ୍ଷାର୍ଥୀଙ୍କ ପାଇଁ ବ୍ରହ୍ମପୁରରୁ ଭୁବନେଶ୍ୱରକୁ ବସ୍ ବ୍ୟବସ୍ଥା

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): JEE ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କ ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବସ୍‌ର ବ୍ୟବସ୍ଥା କରାଯାଇଛି। ଏହି ବସ୍‌ଟି ବ୍ରହ୍ମପୁରରୁ ଭୁବନେଶ୍ୱର ଆସିବ। ପରୀକ୍ଷାର୍ଥୀଙ୍କ ସୁବିଧା ଲାଗି ଏପରି କରାଯାଇଥିବା ଟ୍ୱିଟ୍ ଯୋଗେ ଆଜି ଏହି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ। Ganjam district administration will arrange bus from ITI Berhampur to BBSR for JEE exam. Bus will leave from ITI […]

jee

jee

Tapaswini Nayak
  • Published: Sunday, 30 August 2020
  • Updated: 30 August 2020, 03:48 PM IST

Sports

Latest News

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): JEE ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କ ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବସ୍‌ର ବ୍ୟବସ୍ଥା କରାଯାଇଛି। ଏହି ବସ୍‌ଟି ବ୍ରହ୍ମପୁରରୁ ଭୁବନେଶ୍ୱର ଆସିବ। ପରୀକ୍ଷାର୍ଥୀଙ୍କ ସୁବିଧା ଲାଗି ଏପରି କରାଯାଇଥିବା ଟ୍ୱିଟ୍ ଯୋଗେ ଆଜି ଏହି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ।

https://twitter.com/Ganjam_Admin/status/1299981021673263104?s=20

ସେ କହିଛନ୍ତି, JEE ପରୀକ୍ଷାର୍ଥୀଙ୍କ ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବସ୍ ବ୍ୟବସ୍ଥା କରାଯାଇଛି। ଆସନ୍ତା କାଲି ଅର୍ଥାତ ସୋମବାର ଦିନ ୧୨ଟା୩୦ରେ ବ୍ରହ୍ମପୁର ITIରୁ ଭୁବନେଶ୍ୱରକୁ ବସ୍ ଛାଡ଼ିବ। ସୁବିଧା ନେବାକୁ ଇଚ୍ଛୁକ ପରୀକ୍ଷାର୍ଥୀ ନୋଡାଲ ଅଫିସରଙ୍କୁ ଫୋନ୍ କରିବେ। ନୋଡାଲ ଅଫିସରଙ୍କ ସହ ଯୋଗାଯୋଗ କରିବାକୁ ୦୯୪୩୮୨୯୩୯୦୯ ଫୋନ୍ ନମ୍ବର ଦିଆଯାଇଛି। ୩୦ ଅଗଷ୍ଟ ସନ୍ଧ୍ୟା ୮ଟା ଯାଏ ନୋଡାଲ ଅଧିକାରୀଙ୍କୁ କଲ୍‌ କରିହେବ ବୋଲି ଜିଲ୍ଲାପାଳ ଏକ ଟ୍ୱିଟରେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos