ଗଞ୍ଜାମରେ ଚାଷୀ ଆତ୍ମହତ୍ୟା ଅଭିଯୋଗ

ବ୍ରହ୍ମପୁର: ଋଣ ଭାର ସହି ନ ପାରି ଗଞ୍ଜାମ ଜିଲ୍ଲାରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।ମୃତ ଚାଷୀ ଜଣଙ୍କ ହେଲେ ଗୋଲନ୍ଥରା ଥାନା ରଣ୍ଡା ପଞ୍ଚାୟତ ଚକରଡା ଗାଁର ଟି.ବୁଲୁ ରେଡ୍ଡି। ମୃତ ବୁଲୁ ପରିବା ବାଡ ପାଇଁ ୧ଲକ୍ଷ ଓ ପୁଅର ଚିକିତ୍ସା ପାଇଁ ଦେଢ ଲକ୍ଷ ଟଙ୍କା ଉଧାର ଆଜଣିଥିଲେ। ଅଦିନିଆ ବର୍ଷାରେ ଟମାଟୋ ଓ ଲଙ୍କାମରିଚ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା । ଋଣ ସୁଝିବା ଚିନ୍ତାରେ ଥିବା […]

barhampur

barhampur

Rakesh Mallick
  • Published: Sunday, 12 March 2017
  • Updated: 12 March 2017, 10:24 PM IST

Sports

Latest News

ବ୍ରହ୍ମପୁର: ଋଣ ଭାର ସହି ନ ପାରି ଗଞ୍ଜାମ ଜିଲ୍ଲାରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।ମୃତ ଚାଷୀ ଜଣଙ୍କ ହେଲେ ଗୋଲନ୍ଥରା ଥାନା ରଣ୍ଡା ପଞ୍ଚାୟତ ଚକରଡା ଗାଁର ଟି.ବୁଲୁ ରେଡ୍ଡି।

ମୃତ ବୁଲୁ ପରିବା ବାଡ ପାଇଁ ୧ଲକ୍ଷ ଓ ପୁଅର ଚିକିତ୍ସା ପାଇଁ ଦେଢ ଲକ୍ଷ ଟଙ୍କା ଉଧାର ଆଜଣିଥିଲେ। ଅଦିନିଆ ବର୍ଷାରେ ଟମାଟୋ ଓ ଲଙ୍କାମରିଚ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା । ଋଣ ସୁଝିବା ଚିନ୍ତାରେ ଥିବା ବୁଲୁ ଗତ ଶୁକ୍ରବାର ରାତିରେ ବିଷ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା।

ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ସଦସ୍ୟମାନେ ମୃତ ବୁଲୁଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story