ଗଞ୍ଜାମ: ଝିଅକୁ ଯୌନ ଶୋଷଣ ଅଭିଯୋଗରେ ଜେଲ ଗଲା ବାପା

ବ୍ରହ୍ମପୁର: କାମନା ବଶବର୍ତ୍ତୀ ହୋଇ ଲୋକେ ନିଜର ହିତାହିତ ଜ୍ଞାନ ଭୁଲିଯିବାର ଅନେକ ନଜିର ରହିଛି। ଏପରି କି ନିଜ ଜନ୍ମିତ ଝିଅକୁ ମଧ୍ୟ ଯୌନ ଶୋଷଣ କରିବାକୁ ପଛାଉ ନାହାନ୍ତି ଲୋକେ। ଏପରି ଏକ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲାରୁ । ହିଞ୍ଜିଳି ଥାନା ଅନ୍ତର୍ଗତ ଶିକିରି ଗାଁରେ ଜଣେ ବାପା ତା’ର ୧୩ ବର୍ଷର ଝିଅକୁ ଦୀର୍ଘଦିନ ହେଲା ଯୌନ ଶୋଷଣ କରୁଥିବା ଘଟଣା ପଦାକୁ ଆସିଛି। ଲୋକଲଜ୍ଜା ଭୟରେ ଚୁପ ଥିବା ଝିଅଟି […]

giraf

giraf

Rakesh Mallick
  • Published: Friday, 05 February 2016
  • Updated: 05 February 2016, 12:27 PM IST

Sports

Latest News

ବ୍ରହ୍ମପୁର: କାମନା ବଶବର୍ତ୍ତୀ ହୋଇ ଲୋକେ ନିଜର ହିତାହିତ ଜ୍ଞାନ ଭୁଲିଯିବାର ଅନେକ ନଜିର ରହିଛି। ଏପରି କି ନିଜ ଜନ୍ମିତ ଝିଅକୁ ମଧ୍ୟ ଯୌନ ଶୋଷଣ କରିବାକୁ ପଛାଉ ନାହାନ୍ତି ଲୋକେ। ଏପରି ଏକ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲାରୁ । ହିଞ୍ଜିଳି ଥାନା ଅନ୍ତର୍ଗତ ଶିକିରି ଗାଁରେ ଜଣେ ବାପା ତା’ର ୧୩ ବର୍ଷର ଝିଅକୁ ଦୀର୍ଘଦିନ ହେଲା ଯୌନ ଶୋଷଣ କରୁଥିବା ଘଟଣା ପଦାକୁ ଆସିଛି। ଲୋକଲଜ୍ଜା ଭୟରେ ଚୁପ ଥିବା ଝିଅଟି ନିର୍ଯାତନା ଓ ଯନ୍ତ୍ରଣା ଅସହ୍ୟ ହେବାରୁ ଥାନାର ଦ୍ୱାରସ୍ଥ ହୋଇଛି। ଅଭିଯୋଗ ପାଇବା ପରେ ପୋଲିସ ଅଭିଯୁକ୍ତ ବାପାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ଆଜି ସକାଳେ ନାବାଳିକା ଜଣଙ୍କ ତାଙ୍କ ବାପା ଗତ ଜୁଲାଇ ୧୫ରୁ ଆଜି ପର୍ଯ୍ୟନ୍ତ ତାଙ୍କୁ ଯୌନ ଶୋଷଣ କରି ଆସୁଛନ୍ତି ବୋଲି ଅଭିଯୋଗ କରିଥିଲେ। ଏ ନେଇ ହିଞ୍ଜିଳି ଥାନା ଏକ ମାମଲା (ନଂ. ୨୦/୧୬) ରୁଜୁ କରାଯାଇଛି। ପୋଲିସ ଅଭିଯୁକ୍ତ ବାପାକୁ ଗିରଫ କରିବା ପରେ ଉଭୟଙ୍କ ଡ଼ାକ୍ତରୀ ମାଇନା କରାଯାଇଥିଲା। ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇ ଜେଲ ପଠାଇ ଦିଆଯାଇଛି। ଘଟଣାକୁ ଅଭିଯୁକ୍ତ ସ୍ୱୀକାର କରିଥିବା ପୋଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story