ଗଞ୍ଜାମରେ ଆଇଜର ପ୍ରତିଷ୍ଠା ପ୍ରସଙ୍ଗ: ଆସନ୍ତାକାଲି ପ୍ରସ୍ତାବିତ ସ୍ଥାନ ଅନୁଧ୍ୟାନ କରିବେ କେନ୍ଦ୍ରୀୟ ଟିମ୍

ବ୍ରହ୍ମପୁର: ରାଜ୍ୟରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନସ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ ବା ଆଇଜର ପ୍ରତିଷ୍ଠା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଗଞ୍ଜାମ ଜିଲ୍ଲାରେ ଆଇଜର୍ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଚିହ୍ନଟ କରିଥିବା ଦୁଇଟି ସ୍ଥାନକୁ ଆସନ୍ତାକାଲି କେନ୍ଦ୍ରୀୟ ଟିମ ଅନୁଧ୍ୟାନ କରିବ। ଏଥିପାଇଁ ଆଜି ଭୁବନେଶ୍ୱର ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍। ଏହି ଟମରେ ଅଛନ୍ତି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟର ନିର୍ଦ୍ଦେଶିକା ଓ ଭୋପାଳ ଆଇଜରର ନିର୍ଦ୍ଦେଶକ। ଅନ୍ୟପକ୍ଷରେ ଭୋପାଳ ଆଇଜରର ନିର୍ଦ୍ଦେଶକ ବିନୋଦ […]

iiser-team-at-bbsr

iiser-team-at-bbsr

Rakesh Mallick
  • Published: Monday, 16 November 2015
  • Updated: 17 November 2015, 02:42 AM IST

iiser-odishaବ୍ରହ୍ମପୁର: ରାଜ୍ୟରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନସ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ ବା ଆଇଜର ପ୍ରତିଷ୍ଠା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଗଞ୍ଜାମ ଜିଲ୍ଲାରେ ଆଇଜର୍ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଚିହ୍ନଟ କରିଥିବା ଦୁଇଟି ସ୍ଥାନକୁ ଆସନ୍ତାକାଲି କେନ୍ଦ୍ରୀୟ ଟିମ ଅନୁଧ୍ୟାନ କରିବ। ଏଥିପାଇଁ ଆଜି ଭୁବନେଶ୍ୱର ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍। ଏହି ଟମରେ ଅଛନ୍ତି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟର ନିର୍ଦ୍ଦେଶିକା ଓ ଭୋପାଳ ଆଇଜରର ନିର୍ଦ୍ଦେଶକ।

ଅନ୍ୟପକ୍ଷରେ ଭୋପାଳ ଆଇଜରର ନିର୍ଦ୍ଦେଶକ ବିନୋଦ କୁମାର ସିଂ କହିଛନ୍ତି ଯେ, ଭୁବନେଶ୍ୱରେ ଆଇଜର ପ୍ରତିଷ୍ଠା ହେବା ଉଚିତ। ଆଇଜର ପ୍ରତିଷ୍ଠା ପାଇଁ ନିୟମାବଳୀ ଅନୁଯାଇ ଜମି ଭଲ ହେବା ଦରକାର, ରାସ୍ତାଘାଟ ଓ ଯୋଗାଯୋଗ ଭଲ ସୁବିଧା ରହିବା ଦରକାର। ଏପରି ସହର ନିକଟରେ ଏହି ଅନୁଷ୍ଠାନ ପ୍ରତିଷ୍ଠା ହେବା ଦ୍ୱାରା ସମସ୍ତଙ୍କୁ ନିଯୁକ୍ତି ମିଳିବା ସମ୍ଭାବନା ଅଧିକ। ଅନ୍ୟପକ୍ଷରେ ସହର ନିକଟରେ ବିମାନବନ୍ଦର ଥିବା ଦରକାର। ଆଇଜର ପାଇଁ ଏହି ଦୃଷ୍ଟିରୁ  ଭୁବନେଶ୍ୱର ଉପଯୁକ୍ତ ସ୍ଥାନ। କିନ୍ତୁ ଏହା ରାଜ୍ୟସରକାରଙ୍କ ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି।

ସ୍ଥାୟୀ କ୍ୟାମ୍ପସ ନେଇ ପାଲୁର ହିଲଠାରେ ୨୦୦ ଏକର ଜମି ଓ ଲାଉଡ଼ି ଗାଁଠାରେ ୮୦ ଏକର ଜମିକୁ କେନ୍ଦ୍ରୀୟ ଟିମ୍ ଅନୁଧ୍ୟାନ କରିବେ। ବିଶେଷ କରି ପ୍ରସ୍ତାବିତ ସ୍ଥାନର ଭିତ୍ତିଭୂମି, ପରିବହନ ଓ ଯୋଗାଯୋଗ ସୁବିଧା ସାଙ୍ଗକୁ ଅନ୍ୟ ଅନୁସଙ୍ଗିକ ବ୍ୟବସ୍ଥା ରହିଛି କି ନାହିଁ ତା ଉପରେ କେନ୍ଦ୍ରୀୟ ଟିମ୍ ଗୁରୁତ୍ୱ ଦେବ। ସେହିପରି ଅସ୍ଥାୟୀ କ୍ୟାମ୍ପସ କରିବା ନେଇ ରାଜ୍ୟ ସରକାର ପ୍ରସ୍ତାବ ଦେଇଥିବା ୩ଟି ସ୍ଥାନକୁ ମଧ୍ୟ ଟିମ ଅନୁଧ୍ୟାନ କରିବ। ଏହି ଟିମରେ କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟର ନିର୍ଦ୍ଦେଶିକା, ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ, ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ଓ ଆଇଜର ଭୋପାଲର ନିର୍ଦ୍ଦେଶକ ଅଛନ୍ତି। ରାଜ୍ୟରେ ଆଇଜର କାର୍ଯ୍ୟକ୍ଷମ ନେଇ ସମସ୍ତ ସହଯୋଗ ପ୍ରଦାନ କରାଯିବ ବୋଲି ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସଞ୍ଜୟ ଦାସ ବର୍ମା ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story