ଗ୍ୟାସ୍‌ ବେଲୁନ୍‌ ଟାଙ୍କି ବିସ୍ଫୋରଣ ଘଟି ୨ ଆହତ

ରାଉରକେଲା: ଆଜି ସ୍ୱାଧୀନତା ଦିବସ ପାଳନ ବେଳେ ରାଉରକେଲାରେ ଗ୍ୟାସ୍‌ ବେଲୁନ୍‌ ଟାଙ୍କି ବିସ୍ଫୋରଣ ଘଟି ୨ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣଙ୍କ ଆଖି ଓ ମୁଣ୍ଡରେ ଆଘାତ ଲାଗିଛି। ତାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଛି। ସହରର ଉଦିତନଗର ପରେଡ୍‌ ପଡ଼ିଆରେ ସ୍ୱାଧୀନତା ଦିବସ ପାଳନ କରାଯାଉଥିବା ବେଳେ ପଡ଼ିଆ ବାହାରେ ଜଣେ ବେଲୁନ୍ ବିକାଳି ବେଲୁନ୍‌ରେ ଗ୍ୟାସ୍ ଭର୍ତ୍ତି କରୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣର […]

rourkela

rourkela

Rakesh Mallick
  • Published: Monday, 15 August 2016
  • Updated: 15 August 2016, 03:41 PM IST

Sports

Latest News

ରାଉରକେଲା: ଆଜି ସ୍ୱାଧୀନତା ଦିବସ ପାଳନ ବେଳେ ରାଉରକେଲାରେ ଗ୍ୟାସ୍‌ ବେଲୁନ୍‌ ଟାଙ୍କି ବିସ୍ଫୋରଣ ଘଟି ୨ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣଙ୍କ ଆଖି ଓ ମୁଣ୍ଡରେ ଆଘାତ ଲାଗିଛି। ତାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଛି।

ସହରର ଉଦିତନଗର ପରେଡ୍‌ ପଡ଼ିଆରେ ସ୍ୱାଧୀନତା ଦିବସ ପାଳନ କରାଯାଉଥିବା ବେଳେ ପଡ଼ିଆ ବାହାରେ ଜଣେ ବେଲୁନ୍ ବିକାଳି ବେଲୁନ୍‌ରେ ଗ୍ୟାସ୍ ଭର୍ତ୍ତି କରୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣର ଏତେ ଜୋରରେ ହୋଇଥିଲା ଯେ ଗ୍ୟାସ୍ ଟାଙ୍କିଟି ୩୦ ଫୁଟ ଦୂରରେ ରାଉରକେଲା ତହସିଲଦାରଙ୍କ ବାସଭବନ ପରିସରରେ ପଡ଼ିଥିଲା। ବେଲୁନ୍‌ ବିକ୍ରି କରୁଥିବା ବ୍ୟକ୍ତି ଜଣଙ୍କ ଫେରାର ହୋଇଯାଇଥିବା ବେଳେ ପୋଲିସ୍ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story