ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ଚାରି ବଖରା

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲାର ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ବୈଷ୍ଣ ଦେବୀ ମନ୍ଦିର ନିକଟରେ ଗ୍ୟାସ ସିଲିଣ୍ଡର ଫାଟି ୪ ‍ବଖରା ଜଳି ଯାଇଛି। ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି। ଅଗ୍ନିଶମ କର୍ମଚାରୀ ଓ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି। ଆଜି ଜଣଙ୍କ ଘରେ ମିଠା ପ୍ରସ୍ତୁତ କରାଯାଉଥିବା ବେଳେ ଗ୍ୟାସ ସିଲିଣ୍ଡର ଫାଟି ନିଆଁ  ଲାଗି ଯାଇଥିଲା। ଏହି ନିଆଁ ଚାରି ଆଡକୁ ବ୍ୟାପି ଯାଇ ୪ ବଖରା […]

fire0099

fire0099

Tapaswini Nayak
  • Published: Friday, 27 December 2019
  • Updated: 27 December 2019, 04:25 PM IST

Sports

Latest News

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲାର ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ବୈଷ୍ଣ ଦେବୀ ମନ୍ଦିର ନିକଟରେ ଗ୍ୟାସ ସିଲିଣ୍ଡର ଫାଟି ୪ ‍ବଖରା ଜଳି ଯାଇଛି। ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି। ଅଗ୍ନିଶମ କର୍ମଚାରୀ ଓ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି।

ଆଜି ଜଣଙ୍କ ଘରେ ମିଠା ପ୍ରସ୍ତୁତ କରାଯାଉଥିବା ବେଳେ ଗ୍ୟାସ ସିଲିଣ୍ଡର ଫାଟି ନିଆଁ  ଲାଗି ଯାଇଥିଲା। ଏହି ନିଆଁ ଚାରି ଆଡକୁ ବ୍ୟାପି ଯାଇ ୪ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଥିଲା। ତେବେ ନିଆଁ ଲାଗିଥିବା ଘରୁ ଏପର୍ଯ୍ୟନ୍ତ ଚାରିଟି କୁକିଙ୍ଗ ଗ୍ୟାସ ସିଲିଣ୍ଡର ଏବଂ ବହୁ ରିଫାଇନ ତେଲ ଟିଣ ବାହାର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos