କାକଟପୁର ମା’ ମଙ୍ଗଳାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

କୋଣାର୍କ (ଓଡ଼ିଶା ରିପୋର୍ଟର): ନୂଆ ବର୍ଷରେ ହଜାର ହଜାର ପର୍ଯ୍ୟଟକ ଚନ୍ଦ୍ରଭାଗାରେ ସୂର୍ଯ୍ୟୋଦୟ ଦେଖିବା ସହିତ କାକଟପୁରରେ ମା’ ମଙ୍ଗଳାଙ୍କ ଦର୍ଶନ କରିଛନ୍ତି। ଅର୍କକ୍ଷେତ୍ରରେ ଆଜି ନୂଆବର୍ଷର ପହିଲି ସୂର୍ଯ୍ୟୋଦୟ ଦର୍ଶନ ପାଇଁ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ତା’ ସହିତ ସୂର୍ଯ୍ୟମନ୍ଦିରକୁ ମଧ୍ୟ ସକାଳୁ ସକାଳୁ ହଜାର ହଜାର ପର୍ଯ୍ୟଟକ ଆସିଛନ୍ତି। କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ପୀଠରେ ନୂଆବର୍ଷରେ ମା’ଙ୍କ ଆଶିଷ ଲାଭ ପାଇଁ ଭୋର ୪ଟାରୁ ଶ୍ରଦ୍ଧାଳୁଙ୍କ ଭିଡ଼ […]

konak999

konak999

Tapaswini Nayak
  • Published: Wednesday, 01 January 2020
  • Updated: 01 January 2020, 11:08 AM IST

Sports

Latest News

କୋଣାର୍କ (ଓଡ଼ିଶା ରିପୋର୍ଟର): ନୂଆ ବର୍ଷରେ ହଜାର ହଜାର ପର୍ଯ୍ୟଟକ ଚନ୍ଦ୍ରଭାଗାରେ ସୂର୍ଯ୍ୟୋଦୟ ଦେଖିବା ସହିତ କାକଟପୁରରେ ମା’ ମଙ୍ଗଳାଙ୍କ ଦର୍ଶନ କରିଛନ୍ତି। ଅର୍କକ୍ଷେତ୍ରରେ ଆଜି ନୂଆବର୍ଷର ପହିଲି ସୂର୍ଯ୍ୟୋଦୟ ଦର୍ଶନ ପାଇଁ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ତା’ ସହିତ ସୂର୍ଯ୍ୟମନ୍ଦିରକୁ ମଧ୍ୟ ସକାଳୁ ସକାଳୁ ହଜାର ହଜାର ପର୍ଯ୍ୟଟକ ଆସିଛନ୍ତି।

କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ପୀଠରେ ନୂଆବର୍ଷରେ ମା’ଙ୍କ ଆଶିଷ ଲାଭ ପାଇଁ ଭୋର ୪ଟାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos